Home ଜୀବନଚର୍ଯ୍ୟା ଦେଢସୁର ଭାଇବୋହୁକୁ ଛୁଇଁବା ମନା କାହିଁକି ? ଜାଣନ୍ତୁ କାରଣ

ଦେଢସୁର ଭାଇବୋହୁକୁ ଛୁଇଁବା ମନା କାହିଁକି ? ଜାଣନ୍ତୁ କାରଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସମାଜ ଗଠନ ପୂର୍ବରୁ ପୁରୁଷ ଓ ନାରୀ ମଧ୍ୟରେ କୌଣସି ପାରିବାରିକ ବନ୍ଧନ ବା ସମ୍ପର୍କ ନଥିଲା। ପରିବାର ଓ ସମାଜ ଗଠନ ହେବାରୁ ସେମାନଙ୍କ ମାଧ୍ୟରେ ସୃଷ୍ଟି ହେଲା ସମ୍ପର୍କ। ସାମାଜିକ ନିୟମ ଅନୁସାରେ କନ୍ୟା, ପର ସ୍ତ୍ରୀ, ଭଗ୍ନୀ, ଭାଇର ସ୍ତ୍ରୀ, ମାତା ଆଦିଙ୍କ ସହ ଯୌନ ସଂପର୍କକୁ ନିଷିଦ୍ଧ କରାଗଲା। ସ୍ୱାମୀର ବଡଭାଇକୁ ଦେଢଶୁର କୁହାଯାଏ । ପରିବାରର ଦେଢଶୁରର ପ୍ରାଧାନ୍ୟ ଅଧିକ, କାରଣ ସେ ବଡ। ସମାଜ ଆରମ୍ଭରେ ଏହି ପ୍ରଧାନ୍ୟତାର ସୁଯୋଗ ନେଇ ଦେଢଶୁର ଓ ଭାଇବୋହୁ ମଧ୍ୟରେ କେତେକ କ୍ଷେତ୍ରରେ ଅସାମାଜିକ ବା ଅନୈତିକ ସଂପର୍କ କିମ୍ବା ବଳାତ୍କାର ଘଟିଥିବ । ଏହିଭଳି ଦୁର୍ଘଟଣାରୁ ସମାଜକୁ ରକ୍ଷା କରିବା ପାଇଁ ଦେଢଶୁରକୁ ଭାଇବୋହୁ ଛୁଇଁବା ମନା କରାଯାଇଛି |

related posts

1 comment

Deepak Kumar majhi July 17, 2021 - 4:37 pm

👍👍👍

Reply

Leave a Comment