Home Breaking News / ତାଜା ଖବର ରେଙ୍ଗାଲି କେନାଲରେ ଅଜଣା ଯୁବକର ମୃତଦେହ ଉଦ୍ଧାର

ରେଙ୍ଗାଲି କେନାଲରେ ଅଜଣା ଯୁବକର ମୃତଦେହ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼:ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ହଳଦୀକୁଣ୍ଡି ଓ ବାଲିକୁମା ଗାଁକୁ ଯାଇଥିବା ରାସ୍ତାରେ ଥିବା କେନାଲରେ ଜଣେ ଅଜଣା ଯୁବକର ମୃତ ଦେହ କେନାଲ ରେ ଭାସୁଥିଲା ସ୍ଥାନୀୟ ଲୋକମାନେ ଦେଖିବା ପରେ କଙ୍କଡାହାଡ଼ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳକୁ ଯାଇ ସବ ଜବତ କରି ଶବ ବ୍ୟବେଛଦ କରିବା ପାଇଁ କାମାକ୍ଷାନଗର ପଠାଇଛନ୍ତି ।ଥାନା ଅଧିକାରିଣୀ ନିର୍ମଳା ଗୁଛ।ୟତ କହିଛନ୍ତି ଏହା ଉପରେ ଅଧିକ ତଦନ୍ତ ଚାଲିଛି ।

related posts

1 comment

Deepak Kumar majhi July 17, 2021 - 4:34 pm

👍👍👍

Reply

Leave a Comment