Home Breaking News / ତାଜା ଖବର ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ସାପ କାମୁଡି ଦେବା ଫଳରେ ଜଣେ ମହିଳI ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ମୃତକ ଜଣଙ୍କ ହେଲେ ଖଜୁରୀପଡ଼ା ଥାନା ଅଧିନ ବାରିକୁମ୍ପା ଗ୍ରାମର ୪୦ ବର୍ଷୀୟ । ମହିଳା ସୁନାଫୁଲ ଜାନୀ ବୋଲି ଜଣାପଡିଛି । ଖଜୁରୀପଡ଼ା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ମୃତ ମହିଳାଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ଆର୍ଥୀକ ସହାୟତା ପ୍ରଦାନ କରିବାଲାଗି ଗ୍ରାମବାସୀ ଦାବୀ କରିଛନ୍ତି ।

related posts

1 comment

Deepak Kumar majhi July 17, 2021 - 4:32 pm

👍👍👍

Reply

Leave a Comment