Home Breaking News / ତାଜା ଖବର ବିଧାୟକ ସୁଧୀର୍ କୁମାର ସାମଲଙ୍କ ଦ୍ଵାରା ପେଟ୍ରୋଲ ପମ୍ପ ଉଦଘାଟିତ

ବିଧାୟକ ସୁଧୀର୍ କୁମାର ସାମଲଙ୍କ ଦ୍ଵାରା ପେଟ୍ରୋଲ ପମ୍ପ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ରାଜସ୍ୱ ଗ୍ରାମର ପିଙ୍ଗୁଆ କଲେଜ୍ ଛକ ସନ୍ନିକଟ ରେ ନବନିର୍ମିତ ହିନ୍ଦୁସ୍ଥାନ ପେଟ୍ରୋଲିୟମ ର ଏକ ପେଟ୍ରୋଲ ପମ୍ପ ଉଦ୍ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ସୁଧୀର କୁମାର ସାମଲ ଯୋଗ ଦେଇ ଫିତା କାଟି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ଶିଳ୍ପପତି ସମାଜସେବୀ ଅମିୟ କୁମାର ମିଶ୍ର ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିହଲପ୍ରସାଦ ସରପଞ୍ଚ ତାପସ କୁମାର ସାହୁ ,ସମାଜସେବୀ ତାପସ କୁମାର ରାଉତ, ଗଁଦିଆ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଦିପ୍ କୁମାର ଭୂଁୟା ଙ୍କ ସମେତ ବହୁ ସମାଜସେବୀ ଉପସ୍ଥିତ ରହିଥିଲେ ।ଉକ୍ତ ପେଟ୍ରୋଲ ପମ୍ପ ଟି ଷଡ଼ଙ୍ଗୀ ରୁ ଚଡେଇଧରା ମଧ୍ୟରେ ପିଙ୍ଗୁଆ ନିକଟବର୍ତ୍ତୀ ହୋଇଥିବାରୁ ଉକ୍ତ ରାସ୍ତାରେ ଯାତାୟାତ ହେଉଥିବା ଗାଡି ଗୁଡିକ ପେଟ୍ରୋଲ ଓ ଡିଜେଲ୍ ଭରିବା ପାଇଁ ଏହା ସହାୟକ ହେବ ବୋଲି ଏହାର ସତ୍ଵାଧିକାରୀ ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନ କହିଥିଲେ ।

related posts

1 comment

Deepak Kumar majhi July 13, 2021 - 5:56 pm

👍

Reply

Leave a Comment