Home Breaking News / ତାଜା ଖବର ବଡ଼ମ୍ବା ନରସିଂହପୁରରେ ସାତ କୋଭିଡ ପଜିଟିଭ

ବଡ଼ମ୍ବା ନରସିଂହପୁରରେ ସାତ କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ବଡ଼ମ୍ବାରେ ଗୋଟିଏ ଓ ନରସିଂହପୁର ରେ ୬ଟି ସମୁଦାୟ ସାତଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଟେଷ୍ଟିଂ ପାଇଁ ଗାଁ କ୍ୟାମ୍ପ ମାନଙ୍କରେ ଲୋକେ ଆସୁନଥିବାରୁ Target ଅନୁଯାୟୀ ଟେଷ୍ଟିଂ ବ୍ୟାହତ ହେଉଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପ୍ରକାଶ ।

ବଡ଼ମ୍ବା ଡାକ୍ତରଖାନାରୁ ସଙ୍ଖାମେରୀରୁ ଜଣେ କୋଭିଡ ପଜିଟିଭ ହୋଇଥିବା ବେଳେ ୬୧ ଟି RTPCR Sample ଟେଷ୍ଟିଂ ପାଇଁ ବଡ଼ ଡ଼ାକ୍ତରଖାନା ଲାବୋରଟାରୀକୁ ପଠାଯାଇଛି ।

ନରସିଂହପୁର ରେ ବଡ଼ଭୁଇଁ ରୁ ୨ଜଣ , ଚମ୍ପେଶ୍ୱର, ପଦାମାଳ, ନୂଆ ବାଲିଝରୀ, ଆଇଁସିଆରୁ ଜଣେ ଲେଖାଏଁ antigen test ରୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ହରିଚନ୍ଦନପୁର ରୁ ୫୯ RTPCR ଟେଷ୍ଟିଂ ସ୍ୱାବ ସଂଗ୍ରହ ହୋଇ ପଠାଯାଇଛି ।

related posts

1 comment

Deepak Kumar majhi July 17, 2021 - 4:19 pm

👍

Reply

Leave a Comment