Home Breaking News / ତାଜା ଖବର ଫୁଲବାଣୀରେ ୭, ଜିଲ୍ଲାରେ ୨୭ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରେ ୭, ଜିଲ୍ଲାରେ ୨୭ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କନ୍ଧମାଳଜିଲ୍ଲାରେ ମଙ୍ଗଳବାର ମୋଟ ୨୭ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରେ ଆଜି ୭ ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେଥି ମଧ୍ୟରୁ ଫୁଲବାଣୀ ସହରର ଫୁଲବାଣୀ ସାହି, ରୁ ହିଁ ୪ ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିରିଙ୍ଗ ପଡ଼ା, ଏମଆଇ କଲୋନୀ, ଓ କେନ୍ଦୁପଦର ରୂଜଣେ ଲେଖାଁଏପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଜିଲ୍ଲାର ବାଲିଗୁଡ଼ା ୧, ଚକପାଦ ୫, ଦାରିଙ୍ଗବାଡି ୧,କନୂଆଗାଁ ୨,କୋଟଗଡ ୩,ଫିରିଙ୍ଗିଆ ୧. ଫୁଲବାଣୀବ୍ଲ୍କ୍କ୍କ୍କ୨, ,ରାଇକିଆରୁ ୨, ତୁମୁଡିବନ୍ଧ ୧, ଟିକା ବାଲି ୧ ଜଣ କରେ । ନା ପଜିଟିଭ ଚିହ୍ନଟହୋଇଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାର ଜଣେ ବାହାରେ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ଜିଲ୍ଲାରେ ମୋଟ ୧୧,୦୦୧ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୭୨୦ ଜଣ ସୁସ୍ଥ ହୋଇଛନ୍ତି । ହେଲେ ୨୨୬ଜଣ ରୋଗୀ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବାବେଳେଏଯାଏ ଜିଲ୍ଲାରେ ୫୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

1 comment

Deepak Kumar majhi July 13, 2021 - 6:14 pm

👍

Reply

Leave a Comment