Home Breaking News / ତାଜା ଖବର ରାଇକିଆ କାଲୁ ମାହାରେ ବୃକ୍ଷ ରୋପଣ ଓ କରୋନା ସଚେତନତା

ରାଇକିଆ କାଲୁ ମାହାରେ ବୃକ୍ଷ ରୋପଣ ଓ କରୋନା ସଚେତନତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ) କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଘଞ୍ଚ ଜଙ୍ଗଲ କ୍ଷୟ ହେବାରେ ଲାଗିଥିବାରୁ ପରିବେଶବିତ, ସ୍ଥାନୀୟ ବୁଦ୍ଧିଜିବୀ . ଜନ ସାଧାରଣ ଉଦବେଗ ପ୍ରକାଶ କରିବା ସହ ବ୍ୟାପକ ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ଵ ଦେଇ ରାଇକିଆ ବ୍ଳକ ଅନ୍ତର୍ଗତ କାଲୁ ମାହା ଠାରେ ଏକ କୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ କରେ । ନା ସଚେତନ କରିବା ସହ ଲୋକଙ୍କୁ ଟିକା ନେବା ସହ ସକୁ ବେଳେ ମାସ୍କ ପିନ୍ଧିବାକୁ ବୁଝାଇଥିଲେ ।
ଏହି ଅବସରରେ ରାଇକିଆ ବିଡିଓ ପ୍ରବୀଣ କୁମାରବାଣୁଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ବେରଡ଼ାକିଆସର ପଞ୍ଚ ର ଶ୍ଚିତ । ପ୍ରଧାନ, ସମିତି ସଭ୍ୟା ଗିତାଞ୍ଜଳି ନାଏକ ,ବିଜେଡି ସଂଖ୍ୟାଲଘୁ ଜିଲ୍ଲା ସଭାପତି ଜୟନନ୍ଦନା ଏକ, ରାଜୀବ ଦିଗାଲ, ସେବା ଷ୍ଟିୟନ ଦିଗଲ, ରାଜକିଶୋର ପରୀଛା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମାନବ ସମାଜ ତିଷ୍ଠି ରହିପାରିବିନି ଏଣୁ ବୃକ୍ଷ ଲଗାଇବା ସହ ଜଙ୍ଗଲ ସୁରକ୍ଷା ଜରୁରୀ ବୋଲି କହିଥିଲେ ।

related posts

1 comment

Deepak Kumar majhi July 13, 2021 - 5:56 pm

👍

Reply

Leave a Comment