Home Breaking News / ତାଜା ଖବର ଘୁଷୁରୀ କିଣିବାକୁ ଯାଇ ଯୁବକ ମୃତ

ଘୁଷୁରୀ କିଣିବାକୁ ଯାଇ ଯୁବକ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼:ଘୁଷୁରୀ କିଣିବାକୁ ଯାଇ ଯୁବକ ମୃତ l ମୃତ ଯୁବକ ଜଣକ ହେଲେ ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗ୍ରାମ ର ମଟକା ମୁଣ୍ଡା (୫୦ବର୍ଷ) l ସୂଚନା ଅନୁସାରେ ମଟକା ଗତକାଲି ରାତିରେ ଘୁଷୁରୀ କିଣିବାକୁ କେଉଁଝର ଜିଲ୍ଲା ତେଲକୋଇ ଥାନା ରେକୁଟି ଗ୍ରାମ କୁ ଯାଇଥିଲେ l କିନ୍ତୁ କୌଣସି କାରଣ ରୁ ତାଙ୍କର ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯ।ଇଥିଲା l ଏ ବିଷୟ ଖବର ପାଇ ପରିବାର ଲୋକେ ମୃତ ଦେହ କୁ ଗାଁ କୁ ଆଣିଥିବା ବେଳେ ଖବର ପାଇ କଙ୍କଡାହାଡ଼ ପୋଲିସ ଗାଁ ରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ପୋଷ୍ଟମାର୍ଟମ ପାଇଁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରି ପୋଷ୍ଟ ମଟମ କରିଛନ୍ତି l ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଏକ ଅପମୃତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି

related posts

1 comment

Deepak Kumar majhi July 12, 2021 - 2:31 pm

👍

Reply

Leave a Comment