Home Breaking News / ତାଜା ଖବର କୋଭିଡ କଟକଣାରେ ଫୁଲବାଣୀରେ ରଥଯାତ୍ରା ପାଳିତ,କାଳିଆ ସାଆନ୍ତକୁ ଦେଖି ନ ପାରି ଭକ୍ତ ନିରାଶ

କୋଭିଡ କଟକଣାରେ ଫୁଲବାଣୀରେ ରଥଯାତ୍ରା ପାଳିତ,କାଳିଆ ସାଆନ୍ତକୁ ଦେଖି ନ ପାରି ଭକ୍ତ ନିରାଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କୋଭିଡ଼ କଟକଣା ମଧ୍ୟରେ ଫୁଲବାଣୀ ସମେତ ସମ ଗ୍ର କନ୍ଧମାଳ ଜିଲ୍ଲାରେ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଛି ରଥଯାତ୍ର। ।ଆଜି ଫୁଲ ବା ଣୀସ୍ଥିତ ଜଗନ୍ନାଥ ମନ୍ଦିର 6 ର ତିନିଠାକୁରଙ୍କ ସମସ୍ତ ନିତିକାନ୍ତି ପାଳନ କରାଯାଇ ପୂଜାର୍ଚ୍ଚନା କରିବାପରେ ପହଣ୍ଡି କର।ଯାଇଥିଲା। ତେବେ ରଥ ଗଡି ନଥିଲା।
କେବଳ ହାତଗଣତି ପୂଜକ ଓ କମିଟି ସଦସ୍ୟ ଓ ପୋଲିସ ଉପସ୍ଥିତିରେ ସମସ୍ତ କାର୍ଯ୍ୟ କରାଯାଇଥିଲା । ତେବେ ସରକାରଙ୍କ କରେ ।ନା କଟକଣା ଯୋଗୁ ଗତ ବର୍ଷ ପରି ଏ ଥର ମଧ୍ୟ ମହାପ୍ରଭୁ ଙ୍କୁ ରଥ ଉପରେ ଦେଖି ପାରିଲେନି କିମ୍ଵା ରଥ ଦଉଡି ଟାଣି ନ ପାରିବା ଯୋଗୁଁ ଭକ୍ତଙ୍କ ମନରେ ନିରାଶ ଭାବ ଦେଖାଯାଇଥିଲ।ଭକ୍ତ ଓ ଭଗବାନ ଙ୍କ ମିଳନ ହୋଇପାରିଲାନି।ସବୁ ଖାଲି ଙ୍ଖ।ଙ୍ଖା ଲାଗୁଥିଲା। କେବଳ ଘରେ ଲୋକମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ। ଆଉ ଘରେବସିଟିଭିରେ ପୁରୀ ରଥଯାତ୍ରାର ଲାଇଭ ଦେଖିଥିଲେ। କରେ ।ନା ସଂକ୍ରମଣଯୋଗୁ ସରକାର ନେଇଥିବା ନିଷ୍ପତ୍ତି କୁମାନି ଥିଲେ ସହର ବାସୀ ।

related posts

1 comment

Deepak Kumar majhi July 12, 2021 - 2:33 pm

👍

Reply

Leave a Comment