Home Breaking News / ତାଜା ଖବର ଫୁଲବାଣୀରେ ୨,ଜିଲ୍ଲାରେ ୧୩କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରେ ୨,ଜିଲ୍ଲାରେ ୧୩କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
କନ୍ଧମାଳଜିଲ୍ଲାରେ ସୋମବାର ମୋଟ ୧୩ ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରେ ଆଜି ୨ ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେଥି ମଧ୍ୟରୁ ଫୁଲବାଣୀ ସହରର ଜଗନ୍ନାଥସାହୀ ରୁ ହିଁ ୨ ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଜିଲ୍ଲାର ବାଲିଗୁଡ଼ା ୨ ଚକପାଦ୧, ଜିଉ ଦୟଗିରି ୩. କନୂଆଗାଁ ୧କୋଟଗଡ ୧ ଓ,ରାଇକିଆରୁ ୩ ଜଣ କରେ । ନା ପଜିଟିଭ ଚିହ୍ନଟହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ମୋଟ ୧୦,୯୭୪ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦ ହଜାର ୭୦ ୮ ଜଣ ସୁସ୍ଥ ହୋଇଛନ୍ତି । ହେଲେ ୨୧୨ଜଣ ରୋଗୀ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବାବେଳେଏଯାଏ ଜିଲ୍ଲାରେ ୫୪ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

1 comment

Deepak Kumar majhi July 12, 2021 - 2:10 pm

👍

Reply

Leave a Comment