Home Breaking News / ତାଜା ଖବର ଆଜି ବଡମ୍ବା-ନରସିଂହପୁରରେ ୨୪ ଜଣ କୋଭିଡ ପଜିଟିଭ

ଆଜି ବଡମ୍ବା-ନରସିଂହପୁରରେ ୨୪ ଜଣ କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଆଜି ବଡ଼ମ୍ବାରେ ୬ ଜଣ ଓ ନରସିଂହପୁର ରେ ୧୮ ଜଣ ସମୁଦାୟ ୨୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଡମ୍ବାରେ ମାଣିଆବନ୍ଧରୁ ୨ଜଣ, ଗୋପପୁର ଗ୍ରାମପଞ୍ଚାୟତରୁ ୨ଜଣ, ବାକି ବଡମ୍ବାଗଡ଼, କୋଟପଲ୍ଲାରୁ ଚିହ୍ନଟ ହୋଇଛନ୍ତି। ବଡମ୍ବାରେ ଆଜି କାଦୁଆପଡା ଓ ବୀରବରପୁର ରେ RTPCR ଟେଷ୍ଟିଂ କରି ପଠାଯାଇଛି।

ନରସିଂହପୁରରେ ଗୁରୁଜାଙ୍ଗରୁ ୩, ସାଗରରୁ , ବାହାଳିରୁ, ନଖପଡାରୁ ୨ଜଣ ଲେଖାଏଁ ବାକି ବଉଳସାହି, କାନପୁର, ଗମିଲୋ, ଚଷାବାରବାଟୀ, ବଡଭୁଇଁ, ଲେହେଙ୍ଗ, ବନ୍ଧହୁଡ଼ା, ନିଜିଗଡ଼, ଜାମୁବାହାଳିରୁ ଚିହ୍ନଟ ହୋଇଛନ୍ତି।

related posts

1 comment

Deepak Kumar majhi July 13, 2021 - 5:55 pm

👍

Reply

Leave a Comment