Home Breaking News / ତାଜା ଖବର କଲଦା ଗାଁରେ ଲୋକମାନେ କେନାଲ ସଫା କରି ଅନ୍ୟମାନଙ୍କ ପାଇଁ ଉଦାହରଣ

କଲଦା ଗାଁରେ ଲୋକମାନେ କେନାଲ ସଫା କରି ଅନ୍ୟମାନଙ୍କ ପାଇଁ ଉଦାହରଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ): କଙ୍କଡ଼ାହାଡ଼ ବ୍ଲକ କେରଜୁଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲଦା ଗାଁ ଲୋକ ମାନେ ମିଳି ମିଶି କେନାଲ ସଫା କରିଥିଲେ।କଲଦା ଗାଁର ଭଲାଦେବ ମହାନ୍ତ ଙ୍କ ନେତୃତ୍ଵ ରେ ଗାଁର ଦୁର୍ଯୋଧନ ମହାନ୍ତ, ସୁଶାନ୍ତ ଘଡେ଼ଇ, କୁଶ ଘଡେ଼ଇ, ବିଜୟ ଘଡେ଼ଇ, ଉପେନ୍ଦ୍ର ମୁଣ୍ଡା, ଦିଲ୍ଲୀପ ମୁଣ୍ଡା, ଗୋବିନ୍ଦ ମହାନ୍ତ, ମଦନ ମୁଣ୍ଡା, ଦାମୋଦର ଘଡେ଼ଇ,କେନାଲ ଥିବା ଅଳିଆ ଆବର୍ଜ୍ଜନା ଓ ଅନାବନା ଗଛ କୁ ସଫା କରିଛନ୍ତି ।କଲଦା ଗାଁର ଲୋକ ମାନଙ୍କ ଏମିତି ମହତ କାର୍ୟ୍ଯ କୁ ସାଧାରଣ ରେ ପ୍ରଶଂସା କରାଯାଇଅଛି ।

related posts

1 comment

Deepak Kumar majhi July 12, 2021 - 2:31 pm

👍

Reply

Leave a Comment