Home Breaking News / ତାଜା ଖବର ରେକୁଳା ଜୟ ମା ମଙ୍ଗଳା ପେଟ୍ରୋଲ ପମ୍ପଠାରେ ରକ୍ତଦାନ ଶିବିର-୩୦ୟୁନିଟ ରକ୍ତ ସଂଗ୍ରହ

ରେକୁଳା ଜୟ ମା ମଙ୍ଗଳା ପେଟ୍ରୋଲ ପମ୍ପଠାରେ ରକ୍ତଦାନ ଶିବିର-୩୦ୟୁନିଟ ରକ୍ତ ସଂଗ୍ରହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନୁ ବିଶ୍ୱାଳ):ଢେଙ୍କାନାଳ ଜିଲା କାମାକ୍ଷାନଗର ରେକୁଳା ଜୟ ମା ମଙ୍ଗଳା ପେଟ୍ରୋଲ ପମ୍ପଠାରେ ଆଜି ପବିତ୍ର ରଥଯାତ୍ରାରେ ହୋଇଥିବା ରକ୍ତଦାନ ଶିବିରରେ-୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ।ଆଜି ସକାଳ ୧୦ଟାରେ ହୋଇଥିବା ରକ୍ତଦାନ ଶିବିରକୁ କାନପୁର। ପଂଚାୟତ ରାଜ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ମୁଖ୍ୟ ଅତିଥି ଭାବେ ରହି ଉଦଘାଟନ କରିଥିବା ବେଳେ ଏଠାରେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରତ୍ନାକର ସାମଲ,ଡ଼ଃ ପୁଣ୍ୟଶ୍ଲୋକ ପତି, ରେକୁଳା ବୈଦ୍ୟରାଜ ସର୍ବେଶ୍ୱର ପାତ୍ର,ବିଜେଡି ଜିଲା ଯୁବ ସଭାପତି ଧର୍ମାନନ୍ଦ ପରିଡା,ସାମ୍ବାଦିକ ସୁଧୀର କୁମାର ପରିଡା, ହିମାଂଶୁ ଶେଖର ମହାପାତ୍ର,ରାକେଶ ଦେହୁରୀ,ସୁଶାନ୍ତ ପଟନାୟକ,ବିଜୟ ସେନାପତି,ଦୀପକ ପାତ୍ର, ସୁରେଶ ଚନ୍ଦ୍ର ବିଶ୍ୱାଳ,ବାୟୁସେନା ଅଧିକାରୀ ଶରତ ଚନ୍ଦ୍ର ମୁଦୁଲି,ସୁମନ୍ତ ଜେନା,ଦେବିଦତ ମହାପାତ୍ର ପ୍ରମୋଖ ରହିଥି ଏହାକୁ ଉଦଘାଟନ କରିଥିଲେ ।ରକ୍ତଦାତା ମାନଙ୍କୁ ଅତିଥି ମାନେ ରକ୍ତ ଦାନ ବିଷୟରେ କହିବା ସାଙ୍ଗକୁ ବର୍ତ୍ତମାନ ପରିସ୍ଥିତି ରେ ରକ୍ତ ସଙ୍କଟ କିପରି ନରହିବ ରାତି ଉପରେ କହିବା ସାଙ୍ଗକୁ ରକ୍ତଦାତା ମାନଙ୍କୁ ସାଧୁବାଦ ଦେଇଥିଲେ ।

related posts

1 comment

Deepak Kumar majhi July 12, 2021 - 2:30 pm

👍

Reply

Leave a Comment