Home Breaking News / ତାଜା ଖବର ରାୟଗଡାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଶ୍ରୀ ସୋମନାଥ ପ୍ରଧାନଙ୍କ ଯୋଗଦାନ

ରାୟଗଡାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଶ୍ରୀ ସୋମନାଥ ପ୍ରଧାନଙ୍କ ଯୋଗଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଶ୍ରୀ ସୋମନାଥ ପ୍ରଧାନ, ଓ. ପ୍ର. ସେ(ଏସ )ଙ୍କ ଯୋଗଦାନ କରିଛନ୍ତି l ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡାଙ୍କ ପଦନ୍ୱତୀ ପାଇ ରାଜସ୍ବ ବିଭାଗକୁ ବଦଳି ହୋଇ ଗତକାଲି ତା 30.06.202ରୁ ରିଲିଭ ହେବାପରେ ପିଡି, ଡିଆରଡ଼ି ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ଦାୟିତ୍ୱରେ ଥିଲେ l ଆଜି ଅତିରିକ୍ତି ଜିଲ୍ଲାପାଳ ଶ୍ରୀ ପ୍ରଧାନ ପିଡି, ଡ଼ିଆରଡ଼ିଏ ଶ୍ରୀ ନାୟକଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଥିଲେ l ଅତୁରିକ୍ତ ଜିଲ୍ଲାପାଳ ଏହାପୂର୍ବରୁ ବଲାଙ୍ଗୀର ଜିଲ୍ଲାପାଳର ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ ତା 26/08/2019 ରୁ 02/07/2021ରିଖରେ ପର୍ଯ୍ୟନ୍ତ ସୁଚାରୁ ରୂପେ କାର୍ଯ୍ୟ ତୁଲାଉଥିଲେ l ଅତିରିକ୍ତ ଶ୍ରୀ ପ୍ରଧାନଙ୍କୁ ଯୋଗଦାନ ପରେ ବରିଷ୍ଠ ଅଧିକାରୀ ଯଥା ପିଡି, ଡ଼ି ଆରଡ଼ିଏ,ଉପଜିଲ୍ଲାପାଳ, ତହସିଲଦାର ମାନେ,ସମସ୍ତ ସେକ୍ସନ ଅଧିକାରୀ, କାର୍ଯ୍ୟାଳୟର କର୍ମଚାରୀ ସ୍ୱାଗତ କରିଥିଲେ l

related posts

Leave a Comment