Home Breaking News / ତାଜା ଖବର ଆଞ୍ଚଳିକ ସାମ୍ବାଦିକ ସଂଘ ଖଣ୍ଡପଡ଼ା ୩୭ତମ ପ୍ରତିଷ୍ଠା ଦିବସ

ଆଞ୍ଚଳିକ ସାମ୍ବାଦିକ ସଂଘ ଖଣ୍ଡପଡ଼ା ୩୭ତମ ପ୍ରତିଷ୍ଠା ଦିବସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଖଣ୍ଡପଡା(ଅଙ୍କିତା ପାଣିଗ୍ରାହୀ): ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର‌ ୩୭ତମ ପ୍ରତିଷ୍ଠା ଦିବସ ଓ ପାଠାଗାର ଉଦ୍ଘାଟନ ଉତ୍ସବ ସଂଘ କାର୍ଯ୍ୟାଳୟ‌ ପରିସରରେ ସଭାପତି ବିନାୟକ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଯାଇଛି।ଏହି ଉତ୍ସବରେ ଅତିଥି ଭାବରେ ଖଣ୍ଡପଡା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅନୁଭବ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବି ଗିରିଜା ଶଙ୍କର ତରାସିଆ ଉପସ୍ଥିତ ରହିଥିଲେ ସଂମ୍ପାଦକ ଭବାନୀ ଶଙ୍କର ସିଂସାମନ୍ତ ସମ୍ପାଦକିୟ ପାଠ କରିଥିଲେ। ଭର୍ଚୁଆଲ ମାଧ୍ୟମରେ ଖଣ୍ଡପଡା ବିଧାୟକ ସୈ।ମ୍ୟରଞ୍ଜନ ପଟ୍ଟନାୟକ ସାମନ୍ତ ଜ୍ୟୋତି ପୂସ୍ତକ ଉନ୍ମୋଚନ କରିଥିଲେ।

related posts

1 comment

Deepak Kumar majhi July 11, 2021 - 3:27 pm

👍

Reply

Leave a Comment