Home Breaking News / ତାଜା ଖବର ବିଶ୍ଵଜିତ କ୍ଲୋବ୍ ତରଫରୁ ଚାରା ରୋପଣ

ବିଶ୍ଵଜିତ କ୍ଲୋବ୍ ତରଫରୁ ଚାରା ରୋପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ରାସଗୋବିନ୍ଦପୁର ବ୍ଲକ ଅଧିନସ୍ଥ ରାଘବପୁର ପଞ୍ଚାୟତ ଅନ୍ତର୍ଗତ ମାଣିକପୁର ଗ୍ରାମ ରେ ଅବସ୍ଥିତ ବିଶ୍ବଜିତ୍ ୟୁଥ୍ କ୍ଲବ ତଥା ଜିଲ୍ଲା ବିଜେଡ଼ି ଉପ ସଭାପତି ଡା: ଆଦିତ୍ୟ କୁମାର ପଣ୍ଡା ଙ୍କ ନେତୃତ୍ବ ସର୍ବ ପ୍ରଥମେ ମାଣିକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପୁରୋହିତ ଉମାକାନ୍ତ ପାଣି ଙ୍କ ଦ୍ବାରା ଚମ୍ପ। ଫୁଲ ଚାରା ରୋପଣ କରିବା ପରେ ରେ ଯୁବକ ମାନେ ଗ୍ରାମ ର ବିଭିନ୍ନ ସ୍ଥାନ ରେ ଫଳ ଚାରା ଓ ଫୁଲ ଚାରା ରୋପଣ କରିବା ସଙ୍ଗେ ସଙ୍ଗେ ତାର ସୁରକ୍ଷା ପାଇଁ ତାର ଜାଲି ର ବ୍ୟବସ୍ଥା କରିଛନ୍ତି।ଗ୍ରାମ ର ପରିବେଶ କୁ ସୁରକ୍ଷିତ ରଖିବା ଏବଂ ସବୁଜ ସୁନ୍ଦର ପରିବେଶ ଗଠନ କରିବା ଚାରା ରୋପଣ ର ମୂଳଲକ୍ଷ୍ୟ ବୋଲି ଉପସ୍ଥିତ ଯୁବକ ମାନେ ପ୍ରକାଶ କରିଥିେଲ। କ୍ଲବ ର ସଭ୍ୟ ଶିତାଂଶୁ ଦାସ ଙ୍କ ସଂଯୋଜନା ରେ ସଭ୍ଯ ପାର୍ଥସାରଥି, ସଂଯୟ, ଅମ୍ବୀକା ପ୍ରସାଦ, ସତ୍ଯଜୀତ୍, କାତ୍ତିକ, ଉତ୍ତମ, ଦେବାଶିଷ, ଦେବବ୍ରତ, ବିଶ୍ବଜିତ୍, ସୌରଭ, ଅରବିନ୍ଦ, ଶିବାନନ୍ଦ, ବିକାଶ, ସତ୍ଯ, ଶିପୁନ୍, ପପୁଲୁ, ରାଜା, ସିପୁ, ବ୍ରହ୍ମା, ପକ୍କା, ଗୌର, ଅଭି ଓ ବାପୁନୀ ମାନଙ୍କ ସହଯୋଗ ରେ ଆୟୋଜିତ ଚାରା ରୋପଣ କାର୍ୟ୍ଯକ୍ରମ କୁ ସ୍ଥାନୀୟ ଜନ ସାଧାରଣ ରେ ପ୍ରଶଂସା କରିଛନ୍ତି। ଆଗାମୀ ଦିନ ରେ ଅଧିକ ରୁ ଅଧିକ ଚାରା ରୋପଣ କାର୍ୟ୍ଯକ୍ରମ ଚାଲୁ ରହିବ ବୋଲି ସଭ୍ଯ ଶିତାଂଶୁ ଦାସ ପ୍ରକାଶ କରିଛନ୍ତି ।

related posts

1 comment

Deepak Kumar majhi July 11, 2021 - 3:28 pm

👍

Reply

Leave a Comment