Home Breaking News / ତାଜା ଖବର ଫୁଲବାଣୀରେ ୪,ଜିଲ୍ଲାରେ ୨୦ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରେ ୪,ଜିଲ୍ଲାରେ ୨୦ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
କନ୍ଧମାଳଜିଲ୍ଲାରେ ରବିବାର ମୋଟ ୨୦ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରେ ଆଜି ୪ ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେଥି ମଧ୍ୟରୁ ଫୁଲବାଣୀ ସହରର ମାଷ୍ଟ୍ରପଡ଼ା ଜଣେ ଫୁଲ ବାଣୀ ସାହିରୁ ଜଣେ, ସରକାରି ମହାବିଦ୍ୟାଳୟ ଜଣେ ଓ ଅଡିଟ କଲୋନୀ ରୁ ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଜିଲ୍ଲାର ବାଲିଗୁଡ଼ା ୧. ଦାରିଙ୍ଗବାଡି ୩,ଜିଉଦୟଗିରି ୩,, ଫିରିଙ୍ଗି ଆ ୫,ରାଇକିଆ ୧ ଓ, ଟିକା ବାଲି ୨. ତୁମୁଡ଼ିବନ୍ଧରୁ ୧, ଲେଖାଁଏ କରେ । ନା ପଜିଟିଭହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ମୋଟ ୧୦,୯୬୧ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୦ ହଜାର୬୮୫ ଜଣ ସୁସ୍ଥ ହୋଇଛନ୍ତି । ହେଲେ ୨୨୩ଜଣ ରୋଗୀ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବାବେଳେଏଯାଏ ଜିଲ୍ଲାରେ ୫୩ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment