Home Breaking News / ତାଜା ଖବର ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଫ୍ରଣ୍ଟ ଲାଇନ ମିଡ଼ିଆ । ଏସୋସିଏସନ ପକ୍ଷରୁ ରବିବାର ଫୁଲ ବାଣୀ
ବ୍ଳକ ଅନ୍ତର୍ଗତ ଦଡ଼କୀ, ବେଲପ ଦର, ସାଇନ ପଦର ବିଦ୍ୟାଳୟ ପରିସର ରେ ବିଭିନ୍ନ ରକମର ପିଜୁଳୀ, କାଜୁ, ଜାମୁକୋଳି, ସଜନା, ଅମୃତଭଣ୍ଡା ଆଦି ଫଳ ବୃକ୍ଷ ରୋପଣ କରାଯାଇଥିଲା। ଫ୍ରଣ୍ଟ ଲାଇନ ମିଡିଆ ଏ ସୋସିଏସନ ଯେ କେବଳ ସାମ୍ବାଦିକ ମାନଙ୍କୁ ବୃତ୍ତିଗତ ସୁରକ୍ଷା, ଆର୍ଥୀକ ସହାୟତା ଯୋଗାଇ ଦେ ଉ ଛି ତାହା ନୁହେଁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଚେତନ କରିବା ସହ, ଜଙ୍ଗଲ ଓ ପରିବେଶର ସୁରକ୍ଷା, କୃକ୍ଷରୋପଣ, ସାଙ୍ଗକୁ ଗ୍ରାମାଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ନେଇ ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ ର ସାମାଜିକ ଦାୟୀତ୍ଵ ଓ ମୂଲ୍ୟବୋଧ ରହିଛି ।
ଏହାକୁ ଦୃଷ୍ଟିରେ ରଖି ରବିବାର ଫ୍ରଣ୍ଟ ଲାଇନ ମିଡ଼ିଆ ଏ ସେ। ସିଏସନ ପକ୍ଷରୁ ସଭାପତି ସୁଜିତ ବେହେରା ଓ ସଂପାଦକ ତ୍ରିନାଥ ସାହୁଙ୍କ ଉଦ୍ୟମରେ ଆୟୋଜିତ ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଫୁଲବାଣୀ ପିଏଆଇଟିଡିଏବିରେନ୍ଦ୍ର କୁମାର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ପ୍ରମୁଖ ଯୋଗଦେଇ ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ବଂଚିବା ଅସମ୍ଭବ, I ଏଣୁ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଏଁ ବୃକ୍ଷ ଚାରା ଲଗାଇବା ସହ ତାର ଯତନ ନେଲେ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହେବ ବୋଲି ବୃକ୍ଷ ରୋପଣ ଅବସରରେ ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ
ବରୀ ଷ୍ଠ ସାମ୍ବାଦିକ ତଥା ସଂଘ ପରାମର୍ଶଦାତା ସୁନୀଲ ପଟ୍ଟନl ୟକ,ପ୍ରେସକ୍ଳବ ସଭାପତି ତଥା ବରିଷ୍ଠ ଆଇନଜୀବି ଶିବ ପ୍ରସାଦ ତ୍ରିପାଠୀ, ସଦାଶିବ ପ।ତ୍ର, ରଞ୍ଜନ ପ୍ରଧାନ, ଅଶୋକ ମହାନ୍ତି, ସୁନୀଲ ବିଶ୍ଵାଳ,ପ୍ରଶାନ୍ତ ଜେନା, ଦୁଖୀ ଶ୍ୟାମ ପ୍ରଧାନ, ହୂରଞ୍ଜନ ସେଠି, ବ୍ରଜନନ୍ଦ, ଅଜିତ ମହାରଣା, ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଲୋକଙ୍କୁ କରେ । ନା ସଂପର୍କରେ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ। ଫ୍ରଣ୍ଟ ଲାଇନ ମିଡ଼ିଆ ଏସେ।ସି ଏସନର ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ବେଶ ପ୍ରସ ସାଂ କରାଯାଇଛି।
ଏହି ମେଗାବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟଗ୍ରାମ ବାସୀ,ବେଲପଦ ର ମଙ୍ଗଳ ବିଭାଗ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ରୂପଶ୍ରୀ ଡିଗାଲ, ଦଡ କୀ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ରବି ନାରାୟଣ ମୁନି ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ପ୍ରମୁଖ ଉପସ୍ଥିତ ଥିଲେ।

related posts

1 comment

Deepak Kumar majhi July 11, 2021 - 3:33 pm

👍

Reply

Leave a Comment