Home Breaking News / ତାଜା ଖବର ଆବାସ ଦୁର୍ନତୀ ବିରୁଦ୍ଧରେ ବିଜେପି ପକ୍ଷରୁ କଙ୍କଡାହାଡ଼ ବ୍ଲକ ଘେରାଉ

ଆବାସ ଦୁର୍ନତୀ ବିରୁଦ୍ଧରେ ବିଜେପି ପକ୍ଷରୁ କଙ୍କଡାହାଡ଼ ବ୍ଲକ ଘେରାଉ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନୀତି ରେ ସମ୍ପୃକ୍ତି ଥିବା ଅଧିକାରୀଙ୍କୁ ଦଣ୍ଡ ଓ ଯୋଜନା ରୁ ବାଦ ପଡି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା ପ୍ରତିବାଦ ରେ ଆଜି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଇଛି ।ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ କୋଭିଡ କଟକଣା ଭିତରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଥିଲେ ।ପରେ ସରକାରଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ ।ଏହି ଆନ୍ଦୋଳନରେ ମହାବିରୋଡ଼ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହୁ, ପୂର୍ବତନ ଜିଲାପରିସଦ ସଭ୍ୟ ବଳଭଦ୍ର ସାହୁ,ର।ସବିହାରୀ ବେହେରା, ସନାତନ ସାହୁ,ଜଗନ୍ନାଥ ଗଡ଼ନାୟକ,ଆସତୋଷ ପଣ୍ଡା,ଡିଲେଶ୍ୱର ସାହୁ,ଦୁର୍ଯ୍ୟୋଧନ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

related posts

1 comment

Deepak Kumar majhi July 10, 2021 - 8:29 am

👍

Reply

Leave a Comment