Home Breaking News / ତାଜା ଖବର ବଡ଼ମ୍ବା ନରସିଂହପୁରରେ ୧୫ କୋଭିଡ ପଜିଟିଭ

ବଡ଼ମ୍ବା ନରସିଂହପୁରରେ ୧୫ କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡ଼ମ୍ବା(ବିନୋଦ ନନ୍ଦ): ଆଜି ବଡ଼ମ୍ବାରେ ୪ଜଣ ନରସିଂହପୁରରେ ୧୧ ସମୁଦାୟ ୧୫ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଡ଼ମ୍ବାରେ ବଡ଼ମ୍ବାଗଡ଼ରୁ ୨ଜଣ, ବୃନ୍ଦାବନପୁରରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ନରସିଂହପୁର ଅଞ୍ଚଳ ରେ ଫୁଲପଡା ରୁ ୩ଜଣ , ବଡ଼ଭୁଇଁ , ନଖପଡା କୋକଳବାରୁ ୨ଜଣ ଲେଖାଏଁ ଚିହ୍ନଟ ହେଲାବେଳେ ବାକି ଋଷିପଡା ଓ ଜୟମଙ୍ଗଳରୁ ଚିହ୍ନଟ ହୋଇଛନ୍ତି ।

related posts

1 comment

Deepak Kumar majhi July 11, 2021 - 12:50 pm

👍

Reply

Leave a Comment