Home Breaking News / ତାଜା ଖବର ଆମେରିକାର ଫ୍ଲୋରିଡାରେ କୋଠା ଭୁଷୁଡିବା ଘଟଣା, ମୃତ୍ୟୁ ସଂଖ୍ୟା ୭୮କୁ ବୃଦ୍ଧି

ଆମେରିକାର ଫ୍ଲୋରିଡାରେ କୋଠା ଭୁଷୁଡିବା ଘଟଣା, ମୃତ୍ୟୁ ସଂଖ୍ୟା ୭୮କୁ ବୃଦ୍ଧି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆମେରିକାର ଫ୍ଲୋରିଡା ସମୁଦ୍ରକୂଳ ଅଂଚଳରେ ଥିବା କୋଠା ଭୂଷୁଡିବାଘଟଣାରେ ଏବେ ବି ଚାଲିଛି ଉଦ୍ଧାର କାମ । ବର୍ତମାନ ମଧ୍ୟ ଭଙ୍ଗା କୋଠାର ଅଂଶ ତଳୁ ମୃତ ଦେହ ବାହାର କରାଯାଉଛି । ଶେଷ ସୂଚନା ଅନୁସାରେ କୋଠା ଭୂଷୁଡିବା ଘଟଣାରେ ମୋଟ୍ ମୃତ୍ୟୁ ସଂଖ୍ୟା ୭୮କୁ ବୃଦ୍ଧି ହୋଇଛି । କୋଠାର ଭଗ୍ନାଂଶ ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି ।

related posts

1 comment

Deepak Kumar majhi July 10, 2021 - 8:06 am

👍

Reply

Leave a Comment