Home Breaking News / ତାଜା ଖବର ଗାଁ କଲ୍ୟାଣ ସମିତି ତରଫରୁ କରୋନା ସଚେତନ କାର୍ଯ୍ୟକ୍ରମ ଆରମ୍ବ

ଗାଁ କଲ୍ୟାଣ ସମିତି ତରଫରୁ କରୋନା ସଚେତନ କାର୍ଯ୍ୟକ୍ରମ ଆରମ୍ବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): ଗାଁ ଗାଉଁଳି ରେ ବସ ବାସ କରୁଥିବା ଲୋକ ମାନେ ଏବେ ବି କୋରନା ମହାମାରି ପାଇଁ ସଚେତନ ନାହାନ୍ତି କୋରନା ଟିକା ନବା ପାଇଁ ମଧ୍ୟ ଭୟ ପ୍ରକାଶ କରୁଛନ୍ତି |ସେମାନଙ୍କ ଭୟ କୋରନା ଟିକା ନେଲେ କଣ ମରିଯାଉଛନ୍ତି ବୋଲି ଭେକସିନ୍ ଦବା କୁ ଆସିଲେ କବାଟ ଝରକା ବନ୍ଦ କରି ଘରେ ପୋସି ରହୁଛନ୍ତି
|ଏଥି ସକାଶେ ଆଜି ଗାଁ କଲ୍ୟାଣ ସମିତି ତରଫରୁ ରାୟଗଡା ଜିଲ୍କା ବିଷମକଟକ ବ୍କକ ଅନ୍ତର୍ଗତ ହାଟମୁନିଗୁଡା ଓ ଡାଲିଆକୁଜି ପଞ୍ଚାୟତ ର ଅଙ୍ଗନୱାଡି ଓ ଆସା କର୍ମି ମାନେ ଓଟ ମାଧ୍ୟମ ରେ ମାଇକ୍ ବ୍ୟବହାର କରି ହାଟମୁନିଗୁଡା ଓ ଡାଲିଆକୁଜି ପଞ୍ଚାୟତ ର ପ୍ରତ୍ୟକ ଗ୍ରାମ ବୁଲି ବୁଲି କୋରନା ମହାମାରି ଠାରୁ ସଚେତନ ଓ ଜାଗ୍ରତ ପାଇଁ ପରାମର୍ଶ ଦେଉଛନ୍ତି |ମାସ୍କ ଓ ଲାଏଵଏ ସାବୁନ ପ୍ରତ୍ୟକ ଲୋକ କୁ ବାଣ୍ଟୁଛନ୍ତି |ଘରେ ରୁହନ୍ତୁ ବାହାରକୁ ଯାଆନ୍ତୁ ନାହିଁ ବାରମ୍ବାର ସାବୁନ ରେ ହାତ ଧୁଅନ୍ତୁ ଏହିପରି ଆଶା ଓ ଅଙ୍ଗନୱାଡି କର୍ମି ମାନେ ଲୋକ ମାନଙ୍କୁ ସଚେତନ କରାଉଛନ୍ତି | ତାହା ସହିତ ମାଗଣା ରେ ପ୍ରତ୍ୟକ ପଞ୍ଚାୟତ ରେ କୋରନା ଟିକା ବା ଭେକସିନ ଦବା ବିଷୟ ରେ ଅବଗତ କରାଉଛନ୍ତି ଓ ଟିକା ନବା କୁ ଯିବା ପାଇଁ ବୁଝା ସୁଝା ମଧ୍ୟ କରୁଛନ୍ତି |

related posts

1 comment

Deepak Kumar majhi July 11, 2021 - 1:00 pm

👍

Reply

Leave a Comment