Home Breaking News / ତାଜା ଖବର ବାଲିଗୁଡ଼ା ମାଦି ନାଟରେ ବାଇକ ଦୁର୍ଘଟଣା: ୨ ମୃତ

ବାଲିଗୁଡ଼ା ମାଦି ନାଟରେ ବାଇକ ଦୁର୍ଘଟଣା: ୨ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାଦି ନାଟ ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ ଯୋଗେ ବାଲିଗୁଡ଼ାରୁ କୁଟିକିଆ ଗଲା ବେଳେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣ ।
ଗସ୍ତ ହୋଇପଡିବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦୁଇ ଜଣ ହେଲେ କୁଟିକିଆ ଗ୍ରାମ ର ସୁନୀଲ ଦିଗଲ ଓ ସୁମନ୍ତ ଦଳବେହେରା ବୋଲି ଜଣାପଡିଛି ।
ଖବର ପାଇ ଶନିବାର ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ବାଲିଗୁଡ଼ା ପୋଲିସ ଏ ନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

related posts

1 comment

Deepak Kumar majhi July 11, 2021 - 1:05 pm

👍

Reply

Leave a Comment