Home Breaking News / ତାଜା ଖବର ଦଶୀପୁର ଶିବମନ୍ଦିରରୁ ପିତଳ ସାମଗ୍ରୀ ଚୋରି

ଦଶୀପୁର ଶିବମନ୍ଦିରରୁ ପିତଳ ସାମଗ୍ରୀ ଚୋରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଦଶୀପୁର ଶିବମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ପିତଳ ସାମଗ୍ରୀ ଚୋରିକରିନେଇଛନ୍ତି,ଆଜି ସକାଳେ ପୂଜକ ପୂଜା କରିବାପାଇଁ ଯାଇଥିଲେ,ପୂଜକ ପ୍ରଥମେ ଦେଖିଲେ ବାବା ଚନ୍ଦ୍ରଶେଖରଙ୍କର ପିତଳ ସ।ମଗ୍ରୀ ପିତଳ ଢଳ, ଥାଳି,ପୂଜାଚାଙ୍ଗୁଡ଼ି, ଘଣ୍ଟି ଆଦି ଚୋରିହୋଇଛି,ପୂଜକ ଏବିଷୟରେ ମନ୍ଦିର କମିଟିକୁ ଜଣାଇଲେ, ମନ୍ଦିର କମିଟି ଏହି ପିତଳ ସାମଗ୍ରୀର ଆନୁମାନିକ ମୂଲ୍ୟ ପଚିଶ ହଜାର ଟଙ୍କାର ବୋଲି ସୂଚନା ରହିଛି ।

related posts

Leave a Comment