Home Breaking News ଜିଲ୍ଲାରେ ୧୭, ଫୁଲବାଣୀରେ ଜଣେ କରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ ୧୭, ଫୁଲବାଣୀରେ ଜଣେ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
କନ୍ଧମାଳଜିଲ୍ଲାରେ ଶୁକ୍ରବାର ମୋଟ ୧୭ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରେ ଆଜି ଜଣେ ମାତ୍ର କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲବାଣୀ ସହରର ନାର।ୟଣୀ ସାହିର ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ଶୁକ୍ରବାର ଜିଲ୍ଲାର ଚକାପାଦ ୨,ଦାରିଂବାଡ଼ି ୪କ ନୂଆ ଗାଁ ୧, ଖଜୁରୀପଡ଼ା ୩,ଫିରିଙ୍ଗିଆ ୨ , ଓ ରାଇକିଆ ୧, କରେ ।ନାପଜିଟିଭହୋଇଛନ୍ତି ।
ସେହିପରି କନ୍ଧମାଳର ୨ ଜଣ ବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି. ।
ବର୍ତ୍ତମାନ ଜିଲ୍ଲାରେ ୨୩୭ ଜଣ ରୋଗୀ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବାବେଳେଏଯାଏ ଜିଲ୍ଲାରେ ୫୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment