Home Breaking News କନ୍ଧମାଳ ମିଡ଼ିଆ ଫୋରମର ନୂତନ କର୍ମକର୍ତ୍ତା

କନ୍ଧମାଳ ମିଡ଼ିଆ ଫୋରମର ନୂତନ କର୍ମକର୍ତ୍ତା

by Times One Odia
Share with
     
 
 
   

ଫୁଲବାଣୀ- (ସୁନୀଲ ପଟ୍ଟନାୟକ) ଶୁକ୍ରବାର ଏକ ସରକାରୀ ପଞ୍ଜିକୃତ ସାମ୍ବାଦିକ ସଂଘକନ୍ଧମାଳ ଜିଲ୍ଲା ମିଡିଆ ଫୋରମର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇ ଥିଲା।
ସଭାପତି ଶିବାନନ୍ଦ ପଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ସଂପାଦକ ପ୍ରଶାନ୍ତ ପଣ୍ଡା ସୂଚନା ଦେଇଥିଲେ। ଓସଦସ୍ୟମାନେ ଆନ୍ତରୀକ ସହଯୋଗ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।
ସେହିପରି ସଂଘର କାର୍ଯ୍ୟକାଳ ପୁରି ଯାଇଥିବାରୁ ଆଗାମୀ ୨ବର୍ଷ ଲାଗି ନୂତନ କର୍ମବର୍ତ୍ତ। ନିର୍ବାଚନ ହୋଇଥିଲା ।
ଏଥିରେ ସଭାପତି ଭାବରେ ସୁନୀଲ ବିଶ୍ୱାଳ ନିର୍ବାଚିତ ହୋଇଥିବାବେଳେ ଉପସଭାପତି,ଆଦିତ୍ୟ ତ୍ରିପାଠୀ ସଂପାଦକସୂର୍ଯ୍ୟ ବେହେରା ସହ ସଂପାଦକ ରମେଶ ପ୍ରଧାନ ଓ କୋଷା ଧ୍ୟକ୍ଷ ଶିବ ବିଶ୍ୱାଳ ଭାବେ ନିର୍ବାଚିତ ହୋଇଥିଲେ।

ସମସ୍ତ ନବନିର୍ବାଚିତ ସଭାପତି, ସଂପାଦକ ଓ କର୍ମକର୍ତ୍ତ। ମାନେ ନିଷ୍ଠା, ଓ ଆନ୍ତରୀକତା ର ସହ ସମସ୍ତ ସଦସ୍ୟଙ୍କୁ ସାଥିରେ ନେଇ ସଂଘୀୟ ସ୍ଵାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଲାଗି ନିର୍ବାଚନ ଅଧିକାରୀ ସୁନୀଲ ପଟନାୟକ ପରାମର୍ଶ ଦେଇଥିଲେ l
ଏହି ବୈଠକରେ ବରୀ ଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟାସୁନୀଲ ପଟନାୟକ, ଅଜିତ ମହାରଣା,ତ୍ରୀନାଥ ସାହୁ,ସନ୍ତୋଷ ଡିଗାଲ, ସୂର୍ଯ୍ୟ ବେହେରା , ରମେଶ ପ୍ରଧାନ, ସତ୍ୟନାରାୟଣ ବେହେରା , ପ୍ରଶାନ୍ତ ପଣ୍ଡା, ବଦ୍ୟ ନା ଏକ, ଆଦିତ୍ୟ ତ୍ରିପାଠି, ସୁନୀଲ ବିଶ୍ଵାଳ, ଶିବନା ଏକ, ରାଧାମୋହନ ମହାପାତ୍ର,ଶିବ ନାୟକ,ବାଳ କୃଷ୍ଣ ଚର୍ଚି, ଶିବ ବିଶ୍ୱାଳ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

related posts

Leave a Comment