Home Breaking News / ତାଜା ଖବର ଆବାସ ଦୁର୍ନୀତିକୁ ନେଇ ବିଜେପିର ଧାରଣା

ଆବାସ ଦୁର୍ନୀତିକୁ ନେଇ ବିଜେପିର ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମୟୁରଭଂଜ ଜିଲ୍ଲା ମୋରଡ଼ା ବ୍ଲକରେ ଆବାସ ଦୁର୍ନୀତିକୁ ନେଇ ମୋରଡ଼ା ବିଜେପି ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି।ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କରୁଛନ୍ତି ବୋଲି ମୋରଡ଼ା ବିଡିଓ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଅନେକ ଅଯୋଗ୍ୟ ହିତାଧିକାରୀ ଶାସକ ଦଳ ସହିତ ରାଜନୈତିକ ସମ୍ପର୍କ ଦୃଷ୍ଟିରୁ ତାଲିକାରେ ସ୍ଥାନ ପାଇଥିଲେ। ଏବଂ ବହୁ ଯୋଗ୍ୟ ହିତଧିକାରୀ ବାଦ ପଡିଲେ।ଏହି ପ୍ରକିୟାକୁ ତୁରନ୍ତ
ବନ୍ଦ କରି ପୁଣି ଥରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଜଗାଇ ଦବା ପାଇଁ ବିଜେପି ଦାବି କରିଛି।ଉକ୍ତ ଧାରଣାରେ
ବିଜେପି ରାଜ୍ୟ ସହରାଞ୍ଚଳ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କାନ୍ଦ୍ରା ସରେନ, ବିଜେପି ଜିଲ୍ଲା ଉପସଭାପତି ପ୍ରଦୀପ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ସିରିଷ ଚନ୍ଦ୍ର ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟା ମିନୀତି ପାତ୍ର, କର୍ମୀ କମଳେନ୍ଦୁ ଲାଲ ମହାନ୍ତ ,ମଣ୍ଡଳ ସଭାପତି ନେତ୍ରନନ୍ଦ ଦାସ ପ୍ରମୁଖ ଯୋଗ ଦେଇ ଥିଲେ।

related posts

Leave a Comment