Home Breaking News ଆବାସ ଯୋଜନା ଦୁର୍ନିତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଳକ ଘେରାଓ

ଆବାସ ଯୋଜନା ଦୁର୍ନିତି ପ୍ରତିବାଦରେ ବିଜେପି ପକ୍ଷରୁ ବ୍ଳକ ଘେରାଓ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): ବାଲିଗୁଡା ବିଜେପି ପକ୍ଷରୁ ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବ୍ଳକ ଘେରାଓ ସହିତ ବିଡିଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।କନ୍ଧମାଳ ଜିଲ୍ଲାରେ ଆବାସ ଯୋଜନା ଗରିବ ହିତାଧିକାରିଙ୍କୁ ନ ମିଳିବା,ଟଙ୍କା ଲାଞ୍ଚ ନଦେଲେ ହିତାଧିକାରି ଘର ପାଇବାରୁ ବଞ୍ଚିତ ହେବା,ପ୍ରଧାନମନ୍ତୀ ଆବାସ ଯୋଜନା ଫଳକ ନିକଟରେ ମୁଖ୍ୟମନ୍ତୀଙ୍କ ଫଳକ ରହିବାକୁ ନେଇ ବିଜେଡି ଉପରେ ବର୍ଷିଛି ଦଳ ।ଏହି ଦୁର୍ନିତି ବିରୋଧରେ ବିଜେଡି ସରକାରଙ୍କୁ ନିନ୍ଦା କରିବା ସହିତ ଆଗାମି ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବିଜେପିର ବରିଷ୍ଠ ନେତା ଜିଲ୍ଲା ସାଧାରଣ ସଂମ୍ପାଦକ ଦେବେନ୍ଦ୍ର କୁଦେଇ ପ୍ରକାଶ କରିଛନ୍ତି ।ଏହି ବ୍ଳକ ଘେରାଓରେ ଜିଲ୍ଲା ସାଧାରଣ ସଂମ୍ପାଦକ ଦେବେନ୍ଦ୍ର କୁଦେଇ,ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କୁସୁମୀ ପ୍ରଧାନ,ମଣ୍ଡଳ ସାଧାରଣ ସଂମ୍ପାଦକ ଆଦିକନ୍ଦ ପଟ୍ଟନାୟକ,ରାମାନନ୍ଦ ଘଡେଇ,ସୁରେନ୍ଦ୍ରପାତ୍ର,ସୁଷମା ସାହୁ ସହିତ ପ୍ରାୟ କୋଡିଏରୁ ଉର୍ଦ୍ଧ କର୍ମି ଯୋଗଦେଇଥିଲେ ।କରୋନା କଟକଣାକୁ ମାନି ଘେରାଓ କରିବା ସହିତ ବାଲିଗୁଡା ବିଡ଼ିଓଙ୍କୁ ଦାବୀ ପତ୍ର ଦେଇଥିଲେ ଲ

related posts

Leave a Comment