Home Breaking News / ତାଜା ଖବର ମୃତ୍ତିକା ସଂରକ୍ଷଣ ବିଭାଗର ବୃକ୍ଷରୋପଣ

ମୃତ୍ତିକା ସଂରକ୍ଷଣ ବିଭାଗର ବୃକ୍ଷରୋପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବାମ ପଂଚାୟତର କୀର୍ତ୍ତନ ପୁର ଠାରେ ମୃତ୍ତିକା ସଂରକ୍ଷଣ ବିଭାଗ ବିଭିନ୍ନ ପ୍ରକାର ଗଛ ଲଗାଇଥିଲେ,ଏ ହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଙ୍କଡାହାଡ଼ ବ୍ଲକର ସହକାରୀ ଯନ୍ତ୍ରୀ ଅକ୍ଷୟ ବେହେରା ଯୋଗ ଦେଇଥିଲେ ।ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଲୋକମାନଙ୍କୁ ଜଙ୍ଗଲର ଉପକାରିତା ବିଷୟରେ ଆଲୋକପାତ କରାଇ ଜଙ୍ଗଲ ସଂରକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ ।ଏହାପରେ ବୃକ୍ଷ ରୂପଣ କରି କାର୍ଯ୍ୟ କ୍ରମକୁ ଶେଷ କରିଥିଲେ ।

related posts

Leave a Comment