Home Breaking News / ତାଜା ଖବର ଜିଲ୍ଲାରେ ୧୯, ଫୁଲବାଣୀରେ ୬ଜଣ କରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ ୧୯, ଫୁଲବାଣୀରେ ୬ଜଣ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
କନ୍ଧମାଳଜିଲ୍ଲାରେ ଗୁରବାର ମୋଟ ୧୯ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରେ ଆଜି ୬ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆଜି ଫୁଲବାଣୀ ସହରର ଫୁଲବାଣୀ ସାହିରମହାନ୍ତି ସାହି ରୁ ହିଁ ୩ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ସାହିର ଜଣେ.ରୁଜାଙ୍ଗିରେ ଜଣେ, ନଦୀ ଖଣ୍ଡି ସାହିର ଜଣେ ପଜିଟିଭଚିହ୍ନଟ ହୋଇଛନ୍ତି ।
ସେହିପରି ଜିଲ୍ଲାର ବାଲିଗୁଡା ୩. ଜି.ଉଦୟଗିରି ୨,କନୂଆ ଗାଁ ୨ ଦାରିଂବାଡ଼ି ୧, ତୁମୁଡିବନ୍ଧ ୪ଜଣ କରେ ।ନାପଜିଟିଭହୋଇଛନ୍ତି । ସେହିପରି କନ୍ଧମାଳର ଜଣେ ବାହାରେ ପଜିଟିଭ ଚିହ୍ନଟ ହୋଇଛନ୍ତି. ।
ବର୍ତ୍ତମାନ ଜିଲ୍ଲାରେ ୨୩୪ ଜଣ ରୋଗୀ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବାବେଳେଏଯାଏ ଜିଲ୍ଲାରେ ୫୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରୋନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

1 comment

Deepak Kumar majhi July 8, 2021 - 12:49 pm

👍

Reply

Leave a Comment