Home Breaking News / ତାଜା ଖବର ଭାରତୀୟ କଂଗ୍ରେସ ପକ୍ଷରୁ ଏକ ରାଲି ମାଧ୍ୟମରେ ବିରୋଧ

ଭାରତୀୟ କଂଗ୍ରେସ ପକ୍ଷରୁ ଏକ ରାଲି ମାଧ୍ୟମରେ ବିରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା(ଦେବେନ୍ଦ୍ର ସାଗର): ତୈଳ , ଡିଜେଲ ଓ ରନ୍ଧନ ଗ୍ୟାସ ବୃଦ୍ଧି ଯୋଗୁ ଆଜି କୋକସରା ବ୍ଲକ ଠାରେ ଭାରତୀୟ କଂଗ୍ରେସ ପକ୍ଷରୁ ଏକ ରାଲି ମାଧ୍ୟମରେ ବିରୋଧ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ମହିଳା ମାନେ ରନ୍ଧନ ଗ୍ୟାସ ଧରି ବିରୋଧ ପ୍ରଦର୍ଶନ କରିଥିଲେ ଓ ମୋଦି ସରକାରଙ୍କୁ ମହିଳା ନେଲି ଚୁଡ଼ି ପିନ୍ଧିବା ପାଇଁ ଚୁଡ଼ି ପଠାଇଛନ୍ତି l ଆଗାମୀ ଦିନରେ ଯଦି ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ନକମିଲେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ କୋକସରା ବ୍ଲକ କଂଗ୍ରେସ କମିଟି ସଭାପତି ରାଜେନ୍ଦ୍ର ନାଏକ,ବରିଷ୍ଠ କଂଗ୍ରେସ ନେତା ତ୍ରିଭୁବ ନାଏକ, ମହେନ୍ଦ୍ର ଧରୁଆ,ଲିଙ୍ଗରାଜ ବେହେରା, ତ୍ରିଲୋଚନ ନାଏକ,କମଳ ଲୋଚନ କୁମାର,ମାଧୁରୀ ନିଏଲ, ଫୁଲତୋଳା ଖମାରୀ ପ୍ରମଖ ଉପସ୍ଥିତ ରହି ବିରୋଧ ପ୍ରଦର୍ଶନ କରିଥିଲେ l ଯଦି ତୈଳ, ଡିଜେଲ, ରନ୍ଧନ ଗ୍ୟାସ ବୃଦ୍ଧି ନ କମିଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି l

related posts

Leave a Comment