Home ଜୀବନଚର୍ଯ୍ୟା ପୂଜା ସମୟରେ ଉପବାସ ରହନ୍ତି କାହିଁକି ?
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଧ୍ୟାତ୍ମିକ ମତ ଅନୁସାରେ ପେଟଭିତରେ ଜଳୁଥାଏ ପାକ | ଅଗ୍ନି ଖାଦ୍ୟ ନପାଇଲେ ଦେହର ଦୂଷିତ ପଦାର୍ଥଗୁଡିକୁ ଦହନ କରେ। ଉପବାସ ରହିଲେ ଦେହର ମଳ ଦହିତ ହୋଇ ଦେହ ମନ ଓ ନିର୍ମଳ କରେ । ତେଣୁ ପୂଜା କରିବା ପୂର୍ବରୁ ଉପବାସ ରହିବା ବିଧି ରହିଛି। ବିଜ୍ଞାନ ମତରେ ଆମେ ଖାଉଥିବା ଖାଦ୍ୟର ସମସ୍ତ ଅଂଶ କାମରେ ନଲାଗି ବଳକା ଅଂଶ ଯକୃତ ଓ ମାଂସ ପେଶୀରେ ସଞ୍ଚିତ ହୋଇ ରହେ। କେତେକ ଅଂଶ ଚର୍ବିରେ ପରିଣତ ହୁଏ। ଏଗୁଡିକ ଅଧିକ ଇଉରୀକ ଅମ୍ଳ ସୃଷ୍ଟି କରେ । ଯାହାକି ବିଭିନ୍ନ ମାରାତ୍ମକ ରୋଗର କାରଣ ହୁଏ। ମଝିରେ ମଝିରେ ଉପବାସ ରହିଲେ ସେହି ସଞ୍ଚିତ ଖାଦ୍ୟ କାମରେ ଲାଗେ । ମେଦ ହ୍ରାସ ହୁଏ। ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ହିତକର ।ପୌରାଣିକ ମତ ଅନୁସାରେ, ଉପବାସ ମାଧ୍ୟମରେ ନିଷ୍ଠା ଓ କାଷ୍ଟାର ସହିତ ପ୍ରଭୁଙ୍କ ପୂଜାର୍ଚ୍ଚନା କରାହୁଏ |

related posts

Leave a Comment