Home Breaking News / ତାଜା ଖବର କଂଗ୍ରେସର ପେଟ୍ରୋଲ ଦର ବୃଦ୍ଧିକୁ ନେଇ ପ୍ରତିବାଦ

କଂଗ୍ରେସର ପେଟ୍ରୋଲ ଦର ବୃଦ୍ଧିକୁ ନେଇ ପ୍ରତିବାଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ):ସାରାଦେଶରେ ଅହେତୁକ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଏନେଇ ବୁଧବାର ରାଇକିଆ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ରାଇକିଆ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ କରାଯାଇଛି। ପେଟ୍ରୋଲ, ଡିଜେଲ,ଗ୍ୟାସ ଦର ହ୍ରାସ ଓ ଧାନର ଏମ୍ ଏମ୍ ପି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଲେଖା ଥିବା ଫାଗ୍ କାଡ୍ ଧରି ଖଞ୍ଜଣି ଓ ଗିନି ବଜାଇ ଭିନ୍ନ ଢ଼ଙ୍ଗରେ କଂଗ୍ରେସ କର୍ମୀ ଙ୍କ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ମଣ୍ଡାକିଆ ସମିତି ସଭ୍ୟା କ୍ରିଷ୍ଣାପ୍ରିୟା ପ୍ରଧାନ, କମିଟି ଉପ ସଭାପତି ବିଜୟ ସାହୁ, ପୁର୍ବତନ ବ୍ଲକ୍ କଂଗ୍ରେସ ସଭାପତି ସତ୍ୟବାନ୍ ପାତ୍ର,ଯଜ୍ଞ ସେନ ପାତ୍ର, ଜିଲ୍ଲା ସମ୍ପାଦକ ମନୋଜ ଦିଗାଳ,ଆଲିଫ ଦିଗଳ,ଜୁଲିୟାନ ଦିଗାଳ,ଶିଶିର ଦିଗାଳଙ୍କ ସହ ଅନ୍ୟ ଦଳୀୟ କର୍ମୀ ମାନେ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ରାଇକିଆ ପୋଲିସ ମୁତୟନ ହୋଇଥିଲେ

related posts

1 comment

Deepak Kumar majhi July 8, 2021 - 10:38 am

👍👍

Reply

Leave a Comment