Home Breaking News / ତାଜା ଖବର ଜ୍ୟୋତିରାଦିତ୍ୟଙ୍କୁ ବେସାମରିକ ବିମାନ ଉଡାଣ ଏବଂ ଅନୁରାଗଙ୍କୁ ସୂଚନା ପ୍ରସାରଣ ଓ କ୍ରୀଡା ବିଭାଗ

ଜ୍ୟୋତିରାଦିତ୍ୟଙ୍କୁ ବେସାମରିକ ବିମାନ ଉଡାଣ ଏବଂ ଅନୁରାଗଙ୍କୁ ସୂଚନା ପ୍ରସାରଣ ଓ କ୍ରୀଡା ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ବଡ ଧରଣର ଅଦଳବଦଳ କରାଯାଇଛି । ଏହିକ୍ରମରେ ମୋଦୀ କ୍ୟାବିନେଟରେ ସ୍ଥାନ ପାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବେସାମରିକ ବିମାନ ଉଡାଣ ବିଭାଗ ଦାୟିତ୍ୱ । କଂଗ୍ରେସ ଛାଡି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିକୁ ଆସିବା ପରେ ଏହି ଅପେକ୍ଷାରେ ରହିଥିଲେ । ଆଜି ଏହାକୁ ପୂରଣ କରିଛି ବିଜେପି ।
ସେହିପରି କେନ୍ଦ୍ର ସୂଚନା ପ୍ରସାରଣ ପରି ବଡ ଦାୟିତ୍ୱ ମିଳିଛି ଅନୁରାଗ ଠାକୁରଙ୍କୁ । ସେହିପରି ଯୁବ ବ୍ୟାପାର ଏବଂ କ୍ରୀଡା ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି ।

related posts

1 comment

Deepak Kumar majhi July 8, 2021 - 10:46 am

👍👍

Reply

Leave a Comment