Home Breaking News / ତାଜା ଖବର ଆବାସ ଘୋଟାଲାକୁ ନେଇ ପାଟଣାଗଡରେ ବ୍ଲକ ଅଫିସ ଆଗରେ ବିକ୍ଷୋଭ ଓ ଧାରଣା

ଆବାସ ଘୋଟାଲାକୁ ନେଇ ପାଟଣାଗଡରେ ବ୍ଲକ ଅଫିସ ଆଗରେ ବିକ୍ଷୋଭ ଓ ଧାରଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ରାଜ୍ୟରେ ୧୦୦୦ କୋଟିର ଆବାସ ଘୋଟାଲା। ଥିଲାବାଲାଙ୍କୁ ହଁ ନଥିଲା ବାଲାଙ୍କୁ ନାହିଁ। ଗରୀବ ଖଟିଖିଆ ଲୋକଙ୍କ ଆବାସ ଯୋଜନାକୁ ରାଜ୍ୟସରକାର ହଡପ କରିଥିବା ବିଜେପି ଅଭିଯୋଗ କରୁଛି। ବିଜେପି ରାଜ୍ୟସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ ବ୍ଲକ ଅଫିସ ଆଗରେ ଦଳ ଧାରଣା ଦେଇଛି। ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ,ବ୍ଲକ ଚେୟାରମେନ ଭକ୍ତବନ୍ଧୁ ନାଏକଙ୍କ ସମେତ ଶହଶହ ମହିଳା ପୁରୁଷ ଓ ବିଜେପି କର୍ମକର୍ତା ସାମିଲ ହୋଇଛନ୍ତି। ଆବାସ ଯୋଜନା କେଲେଙ୍କାରୀକୁ ନେଇ ପ୍ରଶାସନ ଉପରେ ଖୁବ ବର୍ଷିଛନ୍ତି କନକ ବର୍ଦ୍ଧନ ସିଂଦେଓ। ଗରିବଙ୍କୁ ଘର ମିଳିବା ପର୍ଯ୍ୟାନ୍ ଭାରତୀୟ ଜନତା ପାର୍ଟି ଲଢେଇ କରିବ ବୋଲି କହିଛନ୍ତି।

related posts

1 comment

Deepak Kumar majhi July 8, 2021 - 10:37 am

👍👍

Reply

Leave a Comment