Home Breaking News / ତାଜା ଖବର ଆଜି ବଡମ୍ବା ଓ ନରସିଂହପୁରରେ ୧୭ଜଣ କୋଭିଡ ପଜିଟିଭ ଚିହ୍ନଟ

ଆଜି ବଡମ୍ବା ଓ ନରସିଂହପୁରରେ ୧୭ଜଣ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଆଜି ଟେଷ୍ଟିଂରେ ବଡମ୍ବାରୁ ୧୦ଜଣ, ନରସିଂହପୁରରୁ ୭ଜଣ ସର୍ବମୋଟ ୧୭ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ନରସିଂହପୁରରେ ନିଜିଗଡ଼ରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ଅଲରା, ଋଷିପଡ଼ା, କାକୁଡିଆ,ବଡମ୍ବାରୁ ଜଣେ ଲେଖାଏଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବଡମ୍ବାରେ ମାଣିଆବନ୍ଧରୁ ୩ଜଣ,ବଡମ୍ବାରୁ ୨ଜଣ ,ବଡ଼ମ୍ବା ଦାଶରଥୀପୁର ଅଞ୍ଚଳ ସଂଲଗ୍ନ ଵିଞ୍ଚଣାବାଟୀ ପାଖ ଗାଁରୁ ୨ଜଣ ଚିହ୍ନଟ ହୋଇଛନ୍ତି , ଓ ମହୁଲିଆ, ମଝିପାଟଣା ଓ ଗୋପୀନାଥପୁରରୁ ଜଣେ ଲେଖାଏଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

related posts

1 comment

Deepak Kumar majhi July 8, 2021 - 10:44 am

👍👍

Reply

Leave a Comment