Home Breaking News / ତାଜା ଖବର ବିଶାଖାପାଟଣାର ପୂର୍ବତନ ବିଜେପି ସାଂସଦ ହରିବାବୁ ହେଲେ ମିଜୋରାମ ରାଜ୍ୟପାଳ

ବିଶାଖାପାଟଣାର ପୂର୍ବତନ ବିଜେପି ସାଂସଦ ହରିବାବୁ ହେଲେ ମିଜୋରାମ ରାଜ୍ୟପାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ପାଢ଼ୀ): ଦେଶର ଆଠଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ଏବଂ ଏଥିପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ବାସିନ୍ଦା ଓ ବିଶାଖାପାଟଣା ପୂର୍ବତନ ବିଜେପି ସାଂସଦ ହରି ବାବୁଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତମାନ ହିମାଚଳ ପ୍ରଦେଶର ରାଜ୍ୟପାଳ ବାନ୍ଦାରୁ ଦତ୍ତ୍ରେୟାଙ୍କୁ ହରିୟାଣାର ରାଜ୍ୟପାଳ ଭାବେ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଉଭୟ ତେଲୁଗୁ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରୁ 2 ଜଣ ପ୍ରମୁଖ ବିଜେପି ନେତାଙ୍କୁ ରାଜ୍ୟପାଳ ରୂପେ ନିର୍ବାଚିତ କରିଥିବାରୁ ବିଜେପି ସମର୍ଥକ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକୁ ଭୂୟସୀ ପ୍ରଶଂସା କରିଛନ୍ତି। ଆଜି ବିଶାଖାପାଟଣାରେ ଗୋଟିଏ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦ୍ଵାରା ମିଜୋରାମ ରାଜ୍ୟପାଳ ରୂପେ ନିର୍ବାଚିତ ହାରି ବାବୁଙ୍କୁ ଭିନ୍ନ ଭିନ୍ନ ଦଳର ନେତା ମାନେ ସମ୍ବର୍ଦ୍ଧନା ଜଣାଇଛନ୍ତି।

related posts

1 comment

Deepak Kumar majhi July 8, 2021 - 10:44 am

👍👍

Reply

Leave a Comment