Home Breaking News / ତାଜା ଖବର ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗମୋହନ ରେଡ୍ଡିଙ୍କୁ ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀ ଠାରେ ତାଙ୍କ କ୍ୟାମ୍ପ ଅଫିସରେ ଭେଟିଛନ୍ତି

ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗମୋହନ ରେଡ୍ଡିଙ୍କୁ ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀ ଠାରେ ତାଙ୍କ କ୍ୟାମ୍ପ ଅଫିସରେ ଭେଟିଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ପାଢ଼ୀ): ICC କ୍ରିକେଟ କମିଟି ଚେୟାରମେନ ଅନିଲ କୁମ୍ୱଲେ ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗମୋହନ ରେଡ୍ଡିଙ୍କୁ ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀ ଠାରେ ତାଙ୍କ କ୍ୟାମ୍ପ ଅଫିସ ରେ ଭେଟିଛନ୍ତି। ଉଭୟେ ଆନ୍ଧ୍ରପ୍ରଦେଶରେ କ୍ରିକେଟ ଉନ୍ନତି ଓ କ୍ରିକେଟ ଷ୍ଟାଡିୟମ ଗୁଡ଼ିକର ଉନ୍ନତି ସକାଶେ ଆଲୋଚନା କରିଥିବା ସୂଚନା ମିଳିଛି।

related posts

1 comment

Deepak Kumar majhi July 6, 2021 - 4:07 pm

👍

Reply

Leave a Comment