Home Breaking News / ତାଜା ଖବର ଓଏସଆରଟିସି ବସ ଆଜିଠୁ ଚାଲିଲା

ଓଏସଆରଟିସି ବସ ଆଜିଠୁ ଚାଲିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ):କରୋନା ସଂକ୍ରମଣ ବଢୁଥିବା ଯୋଗୁ୍ରାଜ୍ୟସରକାର ଗତ ମେ ମାସରୁ ଜୁନ ୩୦ ଯାଏ ଲକ ଡ଼ାଉନ ଘୋଷଣା କରିବସ ହ ବସ ଚଳାଚଳ ବନ୍ଦ କରିଦେଇଥିଲେ। କିନ୍ତୁ ମଙ୍ଗଳବାର ଆଜି ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କ୍ରମେ O. S. R. T. C ବସ ଚଳାଚଳ ଆରମ୍ଭ ହୋଇଛି l ସେଇ ଭଳି କନ୍ଧମାଳ ଜିଲ୍ଲା ରେ ମଧ୍ୟ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି l ଫୁଲବାଣୀ ଠାରୁ 7 ଟି ରୁଟ୍ କୁ ମଙ୍ଗଳବାରଠାରୁ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି l

ଫୁଲବାଣୀ ଠାରୁ ବାଲିଗୁଡ଼ା ତୁମୁଡ଼ିବନ୍ଧ ବନ୍ଧ, କଟିଙ୍ଗିଆ, ବେଲ ଘର ଏଭଳି ବିଭିନ୍ନଅଞ୍ଚଳକୁ ବସ ଚଳାଚଳ ଆରମ୍ଭ ହୋଇଛି l ବହୁଦିନ ପରେ ରାଜ୍ୟ ସରକାର ଙ୍କ ଏଭଳି ନିଷ୍ପତ୍ତିକୁ ସାଧରଣରେ ସ୍ଵାଗତ କରିଛନ୍ତି l ହେଲେ ଯାତ୍ରୀମାନେ ଠିକ ଭାବେ ଜାଣିପାରି ନ ଥିବାରୁ କମ ସଂଖ୍ୟକ ଯାତ୍ରୀ ବସରେ ଯାଉଥିବା ଦେଖିବାକୁ ମିଳିଥିଲା। କୋଭିଡ ଗାଇଡଲାଇନ ଅନୁଯାୟି ଯାତ୍ରିଙ୍କୁ ବସରେ ନିଆଯ।ଇଥିବା ଓ ଏସ ଆର ଟି ସି ମେନେଜର କହିଛନ୍ତି।

related posts

1 comment

Deepak Kumar majhi July 6, 2021 - 3:47 pm

👍

Reply

Leave a Comment