Home Breaking News / ତାଜା ଖବର ଜିଲ୍ଲାରେ ୨୩, ଫୁଲବାଣୀରେ ଜଣେ କରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ ୨୩, ଫୁଲବାଣୀରେ ଜଣେ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
କନ୍ଧମାଳଜିଲ୍ଲାରେ ମଙ୍ଗଳ ବ।ର ମୋଟ ୨୩ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରେ ଆଜି ମାତ୍ରଜ 6ଣ କରେ । ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁକେହିଜଣେ ମଧ୍ୟ କରେ । ନା ପଜିଟିଭ ଚିହ୍ନଟ ହୋଇନାହଁ।ନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରର ତଳବ୍ରାହ୍ମଣ ସାହି ରୁ ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ଜିଲ୍ଲାର ଦାରିଙ୍ଗବାଡି ୧୨କନୁଆଗାଁ ୨, ଜି.ଉଦୟଗିରି ୧,ଫିରିଙ୍ଗି ଆ ୨, ଓ, ତୁମୁଡ଼ିବନ୍ଧରୁ ୧,କୋଟଗଡ ୨ଓ ଟିକା ବାଲିରୁ ଜଣେ ଲେଖାଏଁ କରେ ।ନାପଜିଟିଭହୋଇଛନ୍ତି
ବର୍ତ୍ତମାନ ଜିଲ୍ଲାରେ ୨୩୯ ଜଣ ରୋଗୀ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବାବେଳେଏଯାଏ ଜିଲ୍ଲାରେ ୫୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

1 comment

Deepak Kumar majhi July 6, 2021 - 4:08 pm

👍

Reply

Leave a Comment