Home Breaking News ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ସତସଙ୍ଗ କେନ୍ଦ୍ରର ସତସଙ୍ଗ ବିହାର

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ସତସଙ୍ଗ କେନ୍ଦ୍ରର ସତସଙ୍ଗ ବିହାର

by Times One Odia
Share with
     
 
 
   

ଗଞ୍ଜାମ(ତ୍ରିଲୋଚନ ପଣ୍ଡା): ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ସୂର୍ଯ୍ୟ ନଗରରେ ସ୍ଥାନୀୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ସତସଙ୍ଗ କେନ୍ଦ୍ରର ସତସଙ୍ଗ ବିହାର ପରିସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ସତସଙ୍ଗ କେନ୍ଦ୍ରର ଗୁରୁଭାଇଙ୍କ ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାସ,ବରିଷ୍ଠ କିରାଣୀ କାଳୁ ଚରଣ ରଥ ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର କେନ୍ଦ୍ରର ସଭାପତି ଜେ.ରାଜଗୋପାଳ ପୃଷ୍ଟି,ସମ୍ପାଦକ ମହେନ୍ଦ୍ର ପରିଡା,ଗୁରୁଭାଇ ବିଘ୍ନେଶ ଦୋରା,ୟୁ.ସମିର ପାତ୍ର,କୃଷ୍ଣଚନ୍ଦ୍ର ପାତ୍ର,ଶ୍ରୀମତୀ ରାଜ କିଶୋରୀ ପୃଷ୍ଟି,ଏସ୍.ଦିଲେଶ୍ବର ପାତ୍ର,ଏନ୍ଏସିର କର୍ମଚାରୀ ଗୋଲଖ ବିହାରୀ ପ୍ରଧାନ,ରାମକୃଷ୍ଣ ପଟ୍ଟନାୟକଙ୍କ ସମେତ ବହୁ ଗୁରୁଭାଇ ଉପସ୍ଥିତରହି ସତସଙ୍ଗ ବିହାର ପରିସରର ଚର୍ତୁପାର୍ଶରେ ଉପାଦେୟ ବୃକ୍ଷ ରୋପଣ କରିଥିଲେ ।

related posts

Leave a Comment