Home Breaking News / ତାଜା ଖବର ଆଜି ବଡମ୍ବା- ନରସିଂହପୁରରେ ୧୯ କୋଭିଡ ପଜିଟିଭ ଚିହ୍ନଟ

ଆଜି ବଡମ୍ବା- ନରସିଂହପୁରରେ ୧୯ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ବଡମ୍ବାରେ ୧୨ କୋଭିଡ ପଜିଟିଭ ଚିହ୍ନଟ ହେଲାବେଳେ ନରସିଂହପୁର ରେ ୭ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି

ବଡମ୍ବାର କେଶାବେରେଣୀରୁ ଦୁଇଜଣ ଚିହ୍ନଟ ହେଲାବେଳେ ମାଳତୀ, ଶଶାଙ୍ଗ, ବଡମ୍ବା , ଓଗାଳପୁର , ଅଭିମାନପୁର, ମାଟିଆପଡା, ସନ୍ତରାବଳୀ, ରତାପାଟ, ଖୁଣ୍ଟୁକଟା, କୋଟପୋଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି !

ସେହିପରି ନରସିଂହପୁରରୁ ନରସିଂହପୁର CHC ରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ନରସିଂହପୁର କ୍ୟାମ୍ପରୁ ୩ଜଣ ଚିହ୍ନଟ ହୋଇଛନ୍ତି

related posts

1 comment

Deepak Kumar majhi July 6, 2021 - 3:25 pm

👍

Reply

Leave a Comment