Home Breaking News / ତାଜା ଖବର ଜିଲ୍ଲା ପରିଷଦ ସଦସ୍ୟ କେଶବଙ୍କ ପରଲୋକ :ଦେବୀ ମିଶ୍ରଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଜିଲ୍ଲା ପରିଷଦ ସଦସ୍ୟ କେଶବଙ୍କ ପରଲୋକ :ଦେବୀ ମିଶ୍ରଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଆଜି ସକାଳୁ ମାଣିଆବନ୍ଧ ଜୋନର ଜିଲ୍ଲାପରିଷଦ ସଦସ୍ୟ ଲିଙ୍ଗରାଜ ( କେଶବ) ସେନାପତିଙ୍କ ୫୨ ବର୍ଷରେ ଅକାଳ ବିୟୋଗ ହୋଇଛି |ଖବର ପାଇ ବଡମ୍ବା ବିଧାୟକ ଦେବୀ ମିଶ୍ର ପହଂଚିଥିଲେ କେଶବଙ୍କ ମହୁଲିଆ ସ୍ଥିତ ବାସଭବନରେ |ପାର୍ଥିବ ଶରୀରରେ ଶ୍ରଦ୍ଧାସୁମନ ଦେଇ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ |। କେଶବଙ୍କ ଧର୍ମ ପତ୍ନୀ, ଯିଏକି ଖଣ୍ଡୁଆଳି ନୂଆଗାଁ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅଛନ୍ତି ତାଙ୍କୁ ପ୍ରବୋଧନା ଦେଇଥିଲେ । ଦୀର୍ଘ ପଚିଶ ବର୍ଷ ହେବ ବିଧାୟକ ଶ୍ରୀ ମିଶ୍ର ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହୋଇ ଆସୁଛନ୍ତି |

related posts

1 comment

Deepak Kumar majhi July 5, 2021 - 9:18 am

👍

Reply

Leave a Comment