Home Breaking News / ତାଜା ଖବର ଗର୍ଭବତୀ ମହିଳାଙ୍କୁ ସଂଘବଧ ଆକ୍ରମଣ

ଗର୍ଭବତୀ ମହିଳାଙ୍କୁ ସଂଘବଧ ଆକ୍ରମଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ମୋଟ ଗ୍ରାମ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା , ଗତ ଦୁଇ ତାରିଖ ଦିନ ଧ୍ରୁବଚରଣ ବେହେରା ତାଙ୍କ ଗର୍ଭବତୀ ଧର୍ମପତ୍ନୀ ସୁମିତ୍ରା ବେହେରା ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଧ୍ରୁବ ନିଜ ବାଇକ୍ ରେ ମେଡିକାଲ କୁ ନେବା ସମୟରେ , ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ,ଲକ୍ଷୀଧର ବେହେରା ପିତା ଶ୍ୟାମଘନ ବେହେରା,ଭରତ ବେହେରା ପିତା ଶ୍ୟାମଘନ ବେହେରା ,ରଘୁନାଥ ବେହେରା ପିତା ରମେଶ ବେହେରା ମିସି ଗାଁ ମୁଣ୍ଡ ରେ ସଂଘ ବଧ ହୋଇ ଧ୍ରୁବ ଓ ତାଙ୍କ ସ୍ତ୍ରୀ ଙ୍କୁ ଅଟକ ରଖି ଗାଳିଗୁଲଜ କରି ସୁମିତ୍ରା ଙ୍କୁ ଗାଡିରୁ ଧକ୍କା ମାରି ତଳେ ପଡିଯିବା ବେଳେ ବିଧା ଗୋଇଠା ମାରିବା ସମୟରେ ଧ୍ରୁବ ହାତ ଗୋଡ ଧରି ସେଠାରୁ ଖସିଯାଇଥିଲେ ,ସୁମିତ୍ରା ବ୍ରହ୍ମଗିରି ଥାନା କୁ ଯିବା ସମୟରେ ଥାନା ଏସ ଆଇ ଉପେନ୍ଦ୍ର ନାଥ ଦାସ ଙ୍କୁ ଅଭିଯୋଗ ଜଣାଇବା ପରେ ଏସ ଆଇ ତାଙ୍କୁ ଆଗ ମେଡିକାଲକୁ ନେଇ ଚିକିତ୍ସା କର ,ତା ପରେ ଅଭିଯୋଗ କର , ଧ୍ରୁବ ସୁମିତ୍ରା ଙ୍କୁ ନେଇ ରେବଣା ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ

related posts

1 comment

Deepak Kumar majhi July 5, 2021 - 8:30 am

👍

Reply

Leave a Comment