Home Breaking News / ତାଜା ଖବର ଭୋଜିକୁ ଯିବା ବେଳେ ଅଟୋ ଓଲଟିଲା, ୪ ଗୁରୁତର

ଭୋଜିକୁ ଯିବା ବେଳେ ଅଟୋ ଓଲଟିଲା, ୪ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଭୋଜି କୁଯିବା ବେଳେ ଅଟେ । ଓଲଟି ପଡିବା ଫଳରେ ୨୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରତର ଆହତ ହୋଇଛନ୍ତି ।
ଘଟଣା ଘଟିଛି ଦ।ରିଙ୍ଗବାଡି ଥାନ। ଅନ୍ତର୍ଗତ ସିମନବାଡି ରୋ
ଖବରରୁ ପ୍ରକାଶ ଯେ ଏକ ଅଟେ । ଯୋଗେ ତିଲୋରୀ ପଞ୍ଚାୟତର ଆରାକାମ୍ଵା ଗ୍ରାମରୁ ପର୍ତ୍ତମାହା ପଞ୍ଚାୟତ ଅନ୍ତର୍ଗତ କାଡ଼ା ସପଟା ଗ୍ରାମକୁ ଏକ ଭୋଜି ଖାଇବା ଲାଗି ଯାଉଥିବାବେଳେ ଭାରସାମ୍ୟ ହରାଇସିମନବାଡିଠାରେ ଓଲଟି ପଡିଥିଲା । କରୋ ନା କଟକଣାକୁ ଫୁ କରି ଗୋଟିଏ ଅଟୋରେ କୁ ଆଡେ ୨୫ ଜଣ ଲୋକ ଲ ଦି ହୋଇ ବସିଥିଲେ ଫଳରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି । ଗୋଟିଏଅଟେ । ରେ ୩ଜଣ ବସିବା ନିୟମ ରହିଥିଲେ ବି ଚାଳକ ନିୟମକୁ ଫୁ କରି ୨୫ ଜଣଙ୍କୁ କିଭଳି ଗୋଟିଏଅଟେ । ରେ ବସାଇଲେ ତାକୁ ନେଇ ଏବେ ଚର୍ଚା ଜୋର ଧରିଛି ।

related posts

1 comment

Deepak Kumar majhi July 6, 2021 - 3:31 pm

👍

Reply

Leave a Comment