Home ଜୀବନଚର୍ଯ୍ୟା ଦେବା ଦେବୀ ମନ୍ଦିରରେ ନଗ୍ନ ବା ଲଙ୍ଗଳା ମୂର୍ତ୍ତି କାହିଁକି ରଖାଯାଏ ? ଜାଣନ୍ତୁ ପୌରାଣିକ କଥା…

ଦେବା ଦେବୀ ମନ୍ଦିରରେ ନଗ୍ନ ବା ଲଙ୍ଗଳା ମୂର୍ତ୍ତି କାହିଁକି ରଖାଯାଏ ? ଜାଣନ୍ତୁ ପୌରାଣିକ କଥା…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସବୁ ମଣିଷର ପୁର୍ଣିତା ପ୍ରାପ୍ତିପାଇଁ ଆବଶ୍ୟକ ଧର୍ମ,ଅର୍ଥ,କାମ,ମୋକ୍ଷ । ଏମାନଙ୍କ ମଧ୍ୟରୁ କାମ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକ। କାମସୁତ୍ର ଶିକ୍ଷା ବିନା ପୁରୁଷ ଓ ନାରୀ ନିଜ ଜୀବନକୁ ସମ୍ପୁର୍ଣ୍ଣରୂପେ ଉପଭୋଗ କରି ପାରେ ନାହିଁ। ପୂର୍ବେ ସମାଜରେ କାମସୁତ୍ର ଶିକ୍ଷା ଦିଆଯାଉଥିଲା। ଏଥିପାଇଁ ମନ୍ଦିର ମାନଙ୍କରେ କାମସୂତ୍ର ନିୟମ ଅନୁସାରେ ପୁରୁଷ ଓ ନାରୀଙ୍କ ନଗ୍ନମୂର୍ତ୍ତି ବିଭିନ୍ନ ମୁଦ୍ରାରେ ସ୍ଥାପନ କରାଯାଇଛି। ଦେବତା ଆରାଧନା କରିବା ସହ ଲୋକେ ମୂର୍ତ୍ତିଗୁଡିକରୁ କାମବିଦ୍ୟା ଶିକ୍ଷା କରୁଥିଲେ। ଆଜିର ସମାଜରେ କାମସୂତ୍ର ଶିକ୍ଷା ଏକ ଲଜ୍ୟାକର ଘଟଣା। ତେଣୁ ମନ୍ଦିରରେ ଥିବା ଏହି ମୂର୍ତ୍ତିକୁ କେତେକ ଅଶ୍ଳୀଳ ବୋଲି କହିଥାନ୍ତି।

related posts

1 comment

Deepak Kumar majhi July 5, 2021 - 7:37 am

👍

Reply

Leave a Comment