Home Breaking News / ତାଜା ଖବର କେଶରୀୟା ହିନ୍ଦୁ ବାହିନୀ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ସଭା

କେଶରୀୟା ହିନ୍ଦୁ ବାହିନୀ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ସଭା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଲୋଇସିଂହା(ଦେବାନନ୍ଦ ପୂଟେଲ): ଲୋଇସିଂହା ବ୍ଲକ ବୁଢୀପଦର ପଂଚାୟତ ରୁଗୁଡ଼ିଖାଳ ରାମ ମନ୍ଦିର ଠାରେ ଲୋଇସିଂହା କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଉକ୍ତ କାର୍ଯ୍ୟ ରେ ଲୋଇସିଂହା ସଭାପତି ବୀରେନ୍ଦ୍ର ବାରିକ ଙ୍କ, ଅଧ୍ୟକ୍ଷତା ରେ ଆଯୋଜନ ହୋଇଥିଲା l ରାଜ୍ୟ ସଭାପତି ମୁଖ୍ୟ ଅତିଥି ସନ୍ତୋଷ କୁମାର ଭୋଲ, ସମ୍ମାନନୀୟ ଅତିଥି ପ୍ରଦୀପ କୁମାର ତ୍ରିପାଠୀ, ଜିଲ୍ଲା ପ୍ରଭାରୀ ଶଙ୍କର ଅଗ୍ରୱାଲ l ଲୋଇସିଂହା ସଂଗଠନ ମହାମନ୍ତରି ସୀତାରାମ ପଧାନ, ନେପାଳ ସା, ସଚିବେହେରା,ଅଶୋକ ବିଶ୍ୱାଳ, ଉପସ୍ଥିତ ରହି ସଭାକାର୍ଯ୍ୟ ତୁଲାଇଥିଲେ l ଏହି ମହାସଭା ର ଉଦେଶ୍ୟ ହିନ୍ଦୁ ଜାଗ୍ରତ ଓ ଗୋ ସୁରକ୍ଷା କରାଯାଇପାରିବ

related posts

1 comment

Deepak Kumar majhi July 5, 2021 - 8:26 am

👍

Reply

Leave a Comment