Home Breaking News / ତାଜା ଖବର ଆଜି ବଡମ୍ବା-ନରସିଂହପୁରରେ ୨୧ କୋଭିଡ ପଜିଟିଭ ଚିହ୍ନଟ

ଆଜି ବଡମ୍ବା-ନରସିଂହପୁରରେ ୨୧ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ଆଜି ବଡମ୍ବାରେ ୧୪ଜଣ ନରସିଂହପୁରରେ ୭ ଜଣ ସମୁଦାୟ ୨୧ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବଡମ୍ବା ଅଞ୍ଚଳରୁ ବୃନ୍ଦାବନପୁରରୁ ୩ଜଣ, ସାନବାରସିଂହ ଓ କୋଟପଲ୍ଲାରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଦିନିଆରୀ, ରଗଡ଼ିପଡା, ମୁଗଗହୀର, ଚମ୍ପେଇଦ୍ୱାର, କଙ୍କଡାଯୋଡିରୁ ବାକି ଚିହ୍ନଟ ହୋଇଛନ୍ତି। ବଡମ୍ବା ଅଞ୍ଚଳରୁ ୩୪ RTPCR ଟେଷ୍ଟିଂ ହେଲା ବେଳେ CHC ବଡମ୍ବାରୁ ୪୮ antigen ଟେଷ୍ଟିଂରୁ ୧୦ଜଣ କୋଭିଡ ପଜିଟିଭ, ମାଣିଆବନ୍ଧ CHCରୁ ୪୫ antigen ଟେଷ୍ଟିଂରୁ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି।

ନରସିଂହପୁର ରେ ୮୧ RTPCR ଟେଷ୍ଟ କରାଯାଇ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି । ୯୯ antigen ଟେଷ୍ଟିଂ ରୁ ୭ କୋଭିଡ ପଜିଟିଭ ନରସିଂହପୁର ଓ ଯୋଡୁମ CHC ଦ୍ୱୟରୁ ଚିହ୍ନଟ ହୋଇଛନ୍ତି । ଲେମ୍ବୋ ଓ କେନ୍ଦୁମୂଳରେ କ୍ୟାମ୍ପରେ ଟେଷ୍ଟିଂ କରାଯାଇଛି ।

related posts

1 comment

Deepak Kumar majhi July 5, 2021 - 8:23 am

👍

Reply

Leave a Comment