Home Breaking News ଫୁଲବାଣୀରେ ୨ଜିଲ୍ଲାରେ ୧୩ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରେ ୨ଜିଲ୍ଲାରେ ୧୩ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନାସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
କନ୍ଧମାଳଜିଲ୍ଲାରେ ଗୁରବାର ମୋଟ ୧୩ଜଣ କରେ। ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରେ ଆଜି ୨ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେଥି ମଧ୍ୟରୁ ଫୁଲବାଣୀ ସହରର ଶୁଣ୍ତି ସାହି, ଓ କଣ୍ଟ୍ରାକ୍ଟରପଡ଼ାରୁ ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଜିଲ୍ଲାର , ବାଲିଗୁଡାର ୧,ଦାରିଙ୍ଗବାଡି ୧,ଜି.ଉଦୟଗିରି ୩,କନୁଆଗାଁ ୧,, ଫିରିଙ୍ଗି ଆ୨, ଓ, ଟିକାବାଲି ୧, ଲେଖାଏ କରେ । ନା ପଜିଟିଭହୋଇଛନ୍ତି । ସେହିପରି ରାଜ୍ୟ ବାହାରର ୨ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଛନ୍ତି ବର୍ତ୍ତମାନ ଜିଲ୍ଲାରେ ୨୭୧ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ
ଏଯାଏ ୪୯ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

1 comment

Deepak Kumar majhi July 3, 2021 - 9:06 am

👍

Reply

Leave a Comment