Home Breaking News ମହିଳାଙ୍କୁ ଅସଦାଚରଣ ସହ ଆକ୍ରମଣ ଅଭିଯୋଗ

ମହିଳାଙ୍କୁ ଅସଦାଚରଣ ସହ ଆକ୍ରମଣ ଅଭିଯୋଗ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲପଟନାୟକ): କନ୍ଧମାଳ ଜିଲା ଖଜୁରିପଡା ବ୍ଳକ ର ଦୁତି ମେଣ୍ଡି ପଞ୍ଚାୟତର ବ ଇକୁମ୍ପା ଅଞ୍ଚଳର ଜଣେ ମହିଳାଙ୍କୁ ଆସଦାଚରଣ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଅଭିଯୋଗ ହୋଇଛି। ଏନେଇ ପିଡିତା ମହିଳା ଜଣଙ୍କ ଖଜୁରିପଡ଼ା ଥାନାରେ ଏତଲା ଦେଇଛନ୍ତି ।
ଏତଲାଗ୍ରହଣ କରିବାପରେ ଖଜୁରୀପଡ଼ା ପୋଲିସ ୭୩/୨୧ରେ ମ।ମଲା ରୁଜ୍ଜ କରି ଘଟଣାର ତଦନ୍ତ କରୁଛନ୍ତି।
ତେବେ ଘଟଣା ୨୪ଘଣ୍ଟା ପରେ ବି ପୋଲିସର ହାତ ଖାଲି । ଗିରଫ ହୋଇ ନିଅଭିଯୁକ୍ତ ।
ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ପିଡିତ । ଙ୍କୁ ନ୍ୟାୟ ପ୍ରଦାନ କରିବାଲାଗି ଦାବୀ ହେଉଛି ।

related posts

1 comment

Deepak Kumar majhi July 3, 2021 - 9:05 am

👍

Reply

Leave a Comment